ମହୁଲ ଝାରେ ବରଷିଲା ପାନି-୨ Mahula Jhare Barsila Pani – 2

ମହୁଲ ଝାରେ ବରଷିଲା ପାନି-୨

Mahula Jhare Barsila Pani – 2

Mahula Jhare Barsila Pani – 2  Mahula Jhare Barsila Pani – 1   …ରଙ୍ଗୀନ ବସନ୍ତର ଅଦିନିଆଁ ବରଷାରେ ଭିଜି ଯୌବନର ଉତ୍ତେଜନାକୁ ଉପଭୋଗ କରିବା ହୁଏତ ଭାଗ୍ୟରେ ଥିଲେ ମିଳେ ଯାହା ସେଦିନ ଗୀତା ନାନୀ କହୁଥିଲା । ମଝିରେ ମଝିରେ ବିଜୁଳି ଓ ଘଡଘଡି ସହ ସାଇଁ ସାଇଁ ପବନ ସାଙ୍ଗକୁ ଝିପି ଝିପି ବର୍ଷା । ମହୁଲ ଗଛମୂଳେ ଦୁଇ ଯୌବନ ପ୍ରାଣୀ ।

ବିଜୁଳି ଘଡଘଡି ଭୟରେ ହେଉ କି ବସନ୍ତର ଅଦିନିଆଁ ବର୍ଷା ତାଙ୍କ ଯୌବନକୁ ଭିଜେଇ ଦେଇ ଦେହ ମନରେ ନୂଆଁ ଏକ ଉନ୍ମାଦନା ଖେଳେଇ ଦେଉଥାଉ  ଦୁହେଁ ଦୁହିଁଙ୍କୁ ଜାବୁଡ଼ି ଧରି କୋଳାକୋଳି ହେଉ ହେଉ କେହି କାହାକୁ ଛାଡିବାକୁ ନାରାଜ ଯେମିତି ।

ଯଦିଓ ଦୁହିଁଙ୍କ ମଧ୍ୟରେ ପୂର୍ବରୁ ସେମିତି କିଛି ସମ୍ପର୍କ ନାହିଁ ତଥାପି କେଜାଣି କାହିଁକି ସେଦିନ ବର୍ଷାରେ ଭିଜି ପରସ୍ପରକୁ ପାଖରେ ପାଇଲା ପରେ ଲାଗିଲା ଯେମିତି ଏଇ ମିଳନ ଯୁଗ ଯୁଗର ଜନ୍ମ ଜନ୍ମର, ନାନୀ ଯାହାକୁ ଖୋଜୁଥିଲା ବୋଧହୁଏ ପ୍ରକୃତିଟା ତା ମନକଥା ବୁଝି ଆଜି ତା ପାଖକୁ ପଠେଇ ଦେଇଛି ।

ପ୍ରଥମ ଥର ପାଇଁ ପୁରୁଷର ସାନ୍ନିଧ୍ୟ ପାଇ ନିଜେ ନିଜକୁ ଭୁଲି ଦୂର ଆକାଶର ବାରିବିନ୍ଦୁ ତଳକୁ ଖସି ମାଟିକୁ ଆବୋରି ଭୂଇଁରେ ବିଲୀନ ହେଇଗଲା ପରି ସେ ମଧ୍ୟ ତାଙ୍କ ଦେହରେ ମିଶି ଯିବାକୁ ଚାହେଁ । ଆଃ….. କି ରୋମାଞ୍ଚକ ତାଙ୍କ ଦେହର ସେଇ ପ୍ରଥମ ସ୍ପର୍ଶ !

ଉଠେଇ ନିଅନ୍ତେ କି ମତେ ତାଙ୍କ କୋଳକୁ ଆଉ ବସେଇ ଦିଅନ୍ତେ ତାଙ୍କ ନରମ ଓଠରୁ ସରୁ ସରୁ ଚୁମ୍ବନ ମୋ ଦେହସାରା ! ନାନୀ ଏଇଆ ଭାବୁ ଭାବୁ ସେ ମନକଥା ଜାଣିଲା ପରି ତାକୁ ସେମିତି ଭିଡି ଧରୁ ଧରୁ ମଥାରେ ତାର ବସେଇ ଦେଲେ ଗୋଟିଏ ସ୍ନେହଭରା ସରୁ ଚୁମ୍ବନ ।

ଆଉ ସେଇ ଚୁମ୍ବନରେ କି ଯାଦୁ ଥିଲା କେଜାଣି ନାନୀ ଏକାଥରେ ଆତ୍ମହରା ହେଇଉଠି ତାଙ୍କୁ ଆହୁରି ଜୋରରେ କସିକି ଭିଡି ଧରି ତାଙ୍କ ନଙ୍ଗଳା ପିଠିକୁ ରାମ୍ପୁଡି ପକେଇଲା । ସେଇଠୁ ଆଉ ତାଙ୍କୁ ସମ୍ଭାଳେ କିଏ ? ନାନୀ ମୁହଁକୁ ଉପରକୁ ଟେକି ଆଖିରେ ଆଖି ମିଶାଇ ଥରେ ନିରେଖି ଚାହୁଁ ଚାହୁଁ କଣ ହେଲା କେଜାଣି ହଠାତ୍ ଓଠରେ ଓଠ ଲଗାଇ ଚୁଚୁମିଗଲା ।

ଇସ୍…… ଜୀବନ ଯୌବନର ସେଇ ଆବେଗଭରା ପ୍ରଥମ କିସ୍…….. ନାନୀ କହୁ କହୁ ନିଜେ ନିଜ ଓଠକୁ କାମୁଡ଼ି ପକାଉଥିଲା । ସେ ସେମିତି ତା ଦେହସାରା ଅଣ୍ଡାଳି ଅଣ୍ଡାଳି ଓଠକୁ ଚୁଚୁମୁ ଚୁଚୁମୁ ନାନୀ କମ୍ପି ଉଠୁଥିଲା କେଉଁ ଏକ ଅଜଣା ଉନ୍ମାଦନାରେ ।

ଦୁହେଁ ବର୍ଷାରେ ଭିଜୁଥିଲେ ବି ନାକ ଓ ପାଟିବାଟେ ଗରମ ଗରମ ପବନ ସଁଅଁ ସଁଅଁ ବାହାରି ଛାତିଟା ଧଡ଼ଧଡେଇ ଯାଇ ଖାଲି ଉଠୁଥିଲା ଆଉ ପଡୁଥିଲା । ଏମିତି କିଛି ସମୟ ଓଠକୁ ଚୁଚୁମିବା ପରେ ସେ ତା ମୁହଁସାରା ଚୁମିଚାଟି ତା ଦୁଇ ହାତ ପିଠିରେ ଆଉଁସୁ ଆଉଁସୁ ନାନୀର ଦୁଇ ଗାଣ୍ଡିକୁ ଧରି ଜୋରରେ ଚିପିଦେଇ ବେକକୁ କାମୁଡ଼ି ଦେଲା । ଉଃ……. ଏ କି ଅଜବ ଶିହରଣ ! ସର୍ବାଙ୍ଗଟା ଯେମିତି ଥରି ଉଠିଲା ।

ତାଙ୍କ ଏପରି ଭାବାତ୍ମକ ସ୍ପର୍ଶରେ କି ଯାଦୁ ଥିଲା କେଜାଣି ନାନୀର ସବୁ ଶକ୍ତି ଶୋଷି ନେଇ ତାକୁ ବଳଶୂନ୍ୟ କରି ତାଙ୍କ ଦେହରେ ଢଳି ପଡିବାକୁ ମଜବୁର କରି ଦେଉଥିଲା ଯେମିତି, ତେଣୁ ନାନୀ ଆଉ କିଛି କରି ନ ପାରି ବନ ଲତାଟେ ପରି ତାଙ୍କ ଦେହରେ ଗୁଡେଇ ହେଉଥିଲା ଖାଲି ।

ଏମିତି ସେ ନାନୀଙ୍କ ଗାଣ୍ଡିକୁ  ଚିପି ଚିପି ବେକକୁ କାମୁଡ଼ି ପୁଣି ଚୁଚୁମି ଦେଇ ଧୀରେ ଧୀରେ ତାଙ୍କ ମୁହଁର ଗରମ ନିଃଶ୍ୱାସ ଛାଡି ତଳକୁ ତଳକୁ ଓହ୍ଲାଇ ଯେତେବେଳେ ତା ଛାତିରେ ମୁହଁକୁ ଗେଞ୍ଜି ପୁଣିଥରେ ଜୋରରେ ଗାଣ୍ଡିକୁ ଚିପିଦେଲେ ଲାଗିଲା ଯେମିତି ନାନୀ ଆଉ ମର୍ତ୍ତ୍ୟ ଭୂବନରେ ନାହିଁ । ସତେ ଯେମିତି ଦୁଇଜଣ ଏମିତି କୋଳାକୋଳି ହେଇ ସ୍ୱର୍ଗରେ ବିଚରଣ କରୁଛନ୍ତି ।

ଏମିତି ସେ ନାନୀର ସବୁଆଡେ ହାତ ମାରି ମୁହଁକୁ ତା ଦେହସାରା ଲଗାଇ ଗରମ ପ୍ରଶ୍ୱ।ସ ଛାଡୁ ଛାଡୁ ନାନୀ ମଦହୋଶ୍ । ତା ପରେ ସେ ପୁଣିଥରେ ନାନୀ କୁ ତା ଛାତିରେ ଭିଡି ଧରିଲା । ନାନୀ ତାଙ୍କଠୁ କମ୍ ଉଚ୍ଚ ଥିବାରୁ ତା ଦୁଧ ଯୋଡ଼ାକ ତାଙ୍କ ପେଟରେ ଜାକି ହେଇ ଲଦବଦେଇ ଯାଉ ଯାଉ ନାନୀକୁ ବି ତାହା ଯେମିତି ସୁଗୁବୁଗେଇ ଗଲା ।

ପରବର୍ତ୍ତୀ ମୂହୁର୍ତ୍ତରେ ସେ ନାନୀକୁ ବୁଲେଇଦେଇ ତାଙ୍କ ସାମ୍ନା ପଟରେ ନାନୀଙ୍କ ପିଠିକୁ ରଖି ପୁଣିଥରେ ସେମିତି ପଛପଟୁ ନାନୀକୁ ଭିଡି ଧଇଲେ ଆଉ ବେକ ତଳର ବେଣୀଟାକୁ ଆଡେଇ ଦେଇ ବେକକୁ ଚୁଚୁମି ଚୁଚୁମି ତା ପେଟସାରା ହାତ ଅଣ୍ଡାଳି ଚାଲିଲେ ।

ଠିକ୍ ଏତିକି ବେଳେ ପଛପଟରୁ ତାଙ୍କ ଟାଣୁଆଁ ବାଣ୍ଡଟା ନାନୀର ଗାଣ୍ଡିକୁ ଦବେଇ ପିଠିରେ ଦନେଇ ଦେଉଥିଲା ଯାହା ନାନୀକୁ ଆହୁରି ଉନ୍ମତ୍ତ କରି ପକାଉଥିଲା । ଏମିତି ସେ ବେକକୁ ଚୁଚୁମି ଚୁଚୁମି ପେଟକୁ ଅଣ୍ଡାଳି ଅଣ୍ଡାଳି ଧୀରେ ଧୀରେ ତାଙ୍କ ହାତଟା ଆସି ଯେତେବେଳେ ଦୁଇ ଦୁଧ ଉପରେ ଚାପିଦେଲା, ନାନୀ ଭାରସାମ୍ୟ ହରାଇ ତଳେ ଢଳି ପଡୁଥିଲା ମାତ୍ର ସେ ସେମିତି ନାନୀର ଦୁଧକୁ ଧରି ତାକୁ ନିଜ ଦେହରେ ଆଉଜେଇ ଦେଇ ସେଇ ସାର୍ଟ୍ ଉପରୁ ଏକା ହାଲକା ହାଲକା ଭାବେ ଚିପି ଚାଲିଲେ ।

ଇସ୍…… ଏ କି ଅଜବ ଅନୁଭୁତି ! ତାଙ୍କ ହାତର ଏମିତି ହାଲକା ସ୍ପର୍ଶ ପାଇ ଦୁଧ ଯୋଡ଼ାକ ଯେମିତି ଭିତରେ ଭିତରେ ଆହୁରି ସୁଗୁବୁଗେଇ ଉଠୁଥିଲେ ଯେମିତି ତାଙ୍କ ହାତର ସେଇ ମଧୁର ସ୍ପର୍ଶ ପାଇବା ପାଇଁ ସେମାନେ ଉଦବିଗ୍ନ ।

ଏହିପରି ସେ ବେକକୁ ଚୁଚୁମି ଚୁଚୁମି ଦୁଧକୁ ସାର୍ଟ୍ ଉପରୁ ଖେଳିବା ପରେ ପୁଣିଥରେ ହାତକୁ ପେଟକୁ ନେଇ ଅଣ୍ଡାଳି ଦେଇ ତଳପଟୁ ଗୋଟିଏ ପରେ ଗୋଟିଏ ବୋତାମ ଖୋଳିବାକୁ ଲାଗିଲେ ।

ଅଜବ ଅଜବ ତ ଲାଗୁଥିଲା, ଏମିତି ତା ସାର୍ଟ୍ ବୋତାମ ଖୋଲି ଦେଉଥିବାରୁ ତଥାପି କେଜାଣି କାହିଁକି ସେ ତାଙ୍କୁ ମନା ବି କରି ପାରୁ ନ ଥିଲା । ତେଣୁ ସେ ନିର୍ବିଘ୍ନରେ ତା ସବୁଯାକ ସାର୍ଟ୍ ବୋତାମ ଖୋଲି ସାର୍ଟ୍ କୁ ଦୁଇ ପଟକୁ ମେଲେଇ ଦେଉ ଦେଉ ବାହାରି ପଡିଲେ ତାର ସୁଉଚ୍ଚ ସୁଢୋଲ କୁଆଁରୀ ଦୁଧ ଯୋଡ଼ାକ ।

ନାନୀ ନିଜ ଦୁଧକୁ ନିଜେ ଏମିତି ପୁରା ନଙ୍ଗଳା କରି କେବେ ଦେଖି ନ ଥିଲା, କିନ୍ତୁ ଏବେ ସେ ଗୋଟିଏ ପୁରୁଷ ହାତରେ ତାକୁ ନଙ୍ଗଳା କରେଇ ଦେଖି ଆଶ୍ଚର୍ଯ୍ୟ ହୋଇ ରହି ଯାଉଥିଲା କିନ୍ତୁ କିଛି ପ୍ରତିବାଦ କରିବା ସ୍ଥିତିରେ ନ ଥିଲା । ବାସ୍ତବିକ୍ ବୟସ ତୁଳନାରେ ତା ଦୁଧ ଯୋଡ଼ାକ ଖୁବ୍ ବିକଶିତ ହୋଇ ଯାଇଥିଲେ, ଗାଆଁର ଅନ୍ୟ ଝିଅମାନଙ୍କ ତୁଳନାରେ ।  Mahula Jhare Barsila Pani – 2

ଆଗକୁ ପଢିବା NEXT ବଟନ ଉପରେ କ୍ଲିକ କରନ୍ତୁ

2 Comments

Add a Comment

Your email address will not be published. Required fields are marked *