Barsha Re Bhiji Girlfriend Saha Maja ବର୍ଷାରେ ଭିଜି ଗାର୍ଲଫ୍ରେଣ୍ଡ ସହ ମଜ଼ା
ବର୍ଷାରେ ଭିଜି ଗାର୍ଲଫ୍ରେଣ୍ଡ ସହ ମଜ଼ା
Barsha Re Bhiji Girlfriend Saha Maja
Barsha Re Bhiji Girlfriend Saha Maja ସେଦିନ ମୋ ପାଇଁ ନୂଆ ବାଇକଟେ କିଣା ହୋଇ ଆସିଥିଲା. ଏଥିପାଇଁ ବାପାଙ୍କ ସହିତ ମୋର ସବୁଦିନ ଝଗଡା ହେଉଥିଲା. ମୋ ପାଇଁ ହଁ କିଣିଦେଵି କିଣିଦେଵି କହୁଥାନ୍ତି କିନ୍ତୁ କିଣୁନଥାନ୍ତି. ବୋଉ ବି ବାପାଙ୍କ ସହ ସବୁବେଳେ ଝଗଡା କରେ. କୁହେ ପୁଆଟା ପାଇଁ ଏବେ ଗୋଟେ ବାଇକଟେ କିଣିବନି ତ ସେ କଣ ବୁଢା ହେଲାପରେ କିଣିବ.
ତୁମର ସେ 10 ବର୍ଷ ତଳର ବାଇକ ସେ ଆଉ ଚଳେଇବନି . ବାପାଙ୍କୁ ବୋଧେ କିଛି ଏରିଅର ପଇସା ମିଳିଥିଲା ଆଉ ସେ ପଇସା ସହ ଆଉ କିଛି ମିଶେଇ ମୋ ପାଇଁ ନୂଆ ବାଇକଟେ ଆଣିଦେଇ ମୋତେ ସରପ୍ରାଇଜ ଦେଲେ. ସେଦିନ କଲେଜରୁ ଫେରିଲାବେଳକୁ ନୂଆ ବାଇକଟେ ଦେଖି ମୋ ମନ ଖୁସି ହୋଇଯାଇଥିଲା
ପରଦିନ ରବିବାର ଥିଲା. ଆଉ ମୁଁ ଛାତ ଉପରକୁ ଯାଇ ନିଳୀମା କୁ ଫୋନ କଲି. ନିଳୀମା ମୋ ଗାର୍ଲ ଫ୍ରେଣ୍ଡ. ଆମେ ଏକାଠି କିଟ୍ସରେ ପଢୁ. ଏଇଟା ଆମର 6th ସେମିଷ୍ଟାର ଥିଲା. ତାଙ୍କ ଘର ବାଲେଶ୍ୱର. ସେ ଏଠି କଲେଜ ହଷ୍ଟେଲରେ ରହି ପଢେ. ଆମ ଘର ଭୁବନେଶ୍ୱର ସହିଦ ନଗରରେ ଆଉ ମୁଁ ଜଣେ ଡେ ସ୍କୋଲାର.
ବାପାଙ୍କ ସେହି ପୁରୁଣା ବାଇକରେ ସବୁଦିନ କଲେଜକୁ ଯିବା ଆସିବା କରେ. ମୋ ସବୁ ସାଙ୍ଗ ମାନଙ୍କ ପାଖରେ ନୂଆ ନୂଆ ମୋଡେଲର ବାଇକ ଥିଲାବେଳେ ମୋ ପାଖରେ ପୁରୁଣା ମୋଡେଲ. କିନ୍ତୁ ଆଜି ମୋ ପାଖରେ ବି ନୂଆ ମଡେଲ ବାଇକ. ମନଟା ଗର୍ବରେ ଫୁଲି ଉଠୁଥିଲା. କିଛି ଦିନ ତଳେ ରାକେଶ ମୋତେ କହିଥିଲା ଆରେ ସ୍ୱରୂପ କେତେ ଦିନ ଏହି ହିରୋ ହଣ୍ଡାର ପୁରୁଣା ମଡେଲ ଚଢ଼ିବୁ.
ମଉସାଙ୍କୁ କହି ଅଣୂନୁ ନୂଆ ମୋଡେଲର ବାଇକଟେ. ପୁଣି ପରେ ପିନ ମାରି କହିଥିଲା ନୀଳିମାକୁ ସିନା ନୂଆ ଗାର୍ଲ ଫ୍ରେଣ୍ଡ କରିଲୁ କିନ୍ତୁ ତାକୁ କଣ ଏହି ପୁରୁଣା ମଡେଲ ବାଇକରେ ବସେଇ ବୁଲେଇ ପାରିବୁ. ନୀଳିମା ବି ସେଦିନ ତା କଥା ସୁଣି ହସିଦେଇଥିଲା
ଆଜି ମୋ ପାଖରେ TVS ଆପାଚେ…. ନୀଳିମାକୁ ଆଗେ କହିବାକୁ ହେବ. ନୀଳିମା ଆରପଟୁ କହିଲା କଣ ଆଜି ଏତେ ସକାଳୁ ମୋ କଥା ମନେ ପଡିଲା? ମୁଁ କହିଲି ତୁମକୁ ଗୋଟେ ସରପ୍ରାଇଜ ଦେବି. କିନ୍ତୁ ତୁମକୁ ମୋ କଥାରେ ରାଜି ହେବାକୁ ପଡିବ. ସେ କହିଲା କଣ ଆଗେ କୁହ ପରେ ମୁଁ ରାଜି କି ଅରାଜି କହିବି.
ମୁଁ କହିଲି ନା ଆଗେ ତୁମେ ରାଜି ହେଲେ କହିବି. କହିଲା ହଉ ବାବା ମୁଁ ତୁମ କଥାରେ ରାଜି. ଏବେ କୁହ କଣ ସରପ୍ରାଇଜ. ମୁଁ କହିଲି ଶୁଣ କଲି ବାପା ମୋ ପାଇଁ ନୂଆ ବାଇକଟେ ଆଣିଦେଇଛନ୍ତି. କହିଲା ସତରେ ନା କଣ.ମୁଁ କହିଲି ହଁ ସତରେ ଗୋଟେ ଆପାଚେ ଆସିଛି ମୋ ପାଇଁ. କହିଲା କଂଗ୍ରାଚୁଲେସନ ନୂଆ ବାଇକ ଖୁସିରେ.
ମୁଁ କହିଲି ଖାଲି କଂଗ୍ରାଚୁଲେସନରେ କାମ ଚଳିବନି . ତୁମକୁ ମୋ କଥା ମାନିବାକୁ ପଡିବ. କହିଲା ହଉ କୁହ କଣ. ମୁଁ କହିଲି ଆଜି ଟେଷ୍ଟ ରାଇଡ ରେ ତୁମକୁ ମୋ ସହ ଯିବାକୁ ପଡିବ ନୂଆ ବାଇକରେ. ସେ କହିଲା ନା ବାବା ନା ମୋର ବହୁତ ପଢାପଢି ଅଛି ଆଜି ନୁହେଁ ଆଉ ଦିନେ. ମୁଁ କହିଲି ଦେଖ ତୁମେ ପ୍ରମିଶ କରିଛ ମୋ କଥାରେ ରାଜି ହେବ ବୋଲି
ସେ ଅନିଚ୍ଛା ସତ୍ୱେ ରାଜି ହୋଇ କହିଲା ହଉ କୁହ କୁଆଡେ ଯିବା. ମୁଁ କହିଲି ଚାଲ ପୁରୀ ଆଡେ ଯାଇ ବୁଲି ଆସିବା. ପୁରୀ କଥା ଶୁଣି ସେ ବି ଟିକିଏ ଏକ୍ସାଇଟେଡ ହୋଇଗଲା. କାରଣ ଆମେ କିଛିଦିନ ତଳେ କଥାହୋଇଥିଲୁ କି ଥରେ ପୁରୀ ଆଡେ ଯାଇ ବୁଲି ଆସିବା. ଏହା ପୂର୍ବରୁ ରାକେଶ ତା ଗାର୍ଲଫ୍ରେଣ୍ଡ ସୁଜାତା ଓ ରିତେଶ ତା ଗାର୍ଲଫ୍ଟେଣ୍ଡ ଜସ୍ମିନ କୁ ନେଇ ପୁରୀ ଯାଇ ବୁଲି ଆସିଥିଲେ.
ପୁରୀ ସମୁଦ୍ର କୂଳରେ ଫୋଟୋ ଉଠେଇ ଆଣି ସମସ୍ତଙ୍କୁ ଦେଖେଇଥିଲେ ଆଉ ଆମ ପାଳି ଥିଲା ପୁରୀ ଯିବାପାଇଁ. ପଚାରିଲା କେତେବେଳେ ଯିବା ଆଉ କେତେବେଳେ ଫେରିବା. ମୁଁ କହିଲି ଟିକିଏ ଜଲଦି ବାହାରିଯିବା. ତୁମେ ଆଗରୁ ୱାର୍ଡେନଙ୍କ ଠାରୁ ପରମିସନ ନେଇଯାଇଥିବ. ମୁଁ ନଅଟା ପୂର୍ବରୁ ତୁମକୁ ହଷ୍ଟେଲ ରେ ଡ୍ରପ କରିଦେବି. କହିଲା ହଉ ଠିକ ଅଛି. ମୁଁ ଲଞ୍ଚ ପରେ ପ୍ରାୟ ଗୋଟାଏ ବେଳକୁ ରେଡି ହୋଇଯାଇଥିବି. ତୁମେ ଠିକ ଗୋଟାଏ ବେଳକୁ ଆସ ହଷ୍ଟେଲରେ ପାଖକୁ
ମୋ ମନରେ ଖାଲି ଖୁସିର ଖଇ ଫୁଟୁଥିଲା. ଏକରେ ନୂଆ ବାଇକ ଆଉ ତାପରେ ନୀଳିମାକୁ ନେଇ ପୁରୀ ଯିବି. ସମୁଦ୍ର କୂଳରେ ଫୋଟୋ ଉଠେଇ ଆଣି ସାଙ୍ଗମାନଙ୍କୁ ନ ଦେଖେଇଲେ ମନ ମାନିବନି. ନୀଳିମାକୁ ଗାର୍ଲ ଫ୍ରେଣ୍ଡ ବନେଇବାକୁ ମୋତେ ବହୁତ ପରିଶ୍ରମ କରିବାକୁ ପଡିଥିଲା. ସେ ଦେଖିବାକୁ ଖୁବ ସୁନ୍ଦର. ରଙ୍ଗ ଗୋରା . ହାଇଟ ବି ଭଲ.
ବେଶୀ ମୋଟୀ ନୁହେଁ କି ପତଳୀ ନୁହେଁ. ଛାତିର ସାଇଜ଼ ବି ଖୁବ ଭଲ. ତା ପଛରେ ବହୁତ ଟୋକା ଲାଗିଥିଲେ ଆଉ ସେ ଭିତରେ ମୁଁ ବି ଜଣେ ଥିଲି.ନୀଳିମା ସହ ଆଉ ଦୁଇଜଣ ଝିଅଙ୍କ ସହ ଫ୍ରେଣ୍ଡସିପ ହୋଇଥିଲା. କିନ୍ତୁ ଫାଇନାଲି ନିଳୀମା ସହ ଫ୍ରେଣ୍ଡସିପ ବଢେଇବାକୁ ଚାହିଁଲି କାରଣ ନିଳୀମା ସେମାନଙ୍କଠାରୁ ଖୁବ ସୁନ୍ଦର ଥିଲା ଆଉ ତା କଥାବାର୍ତ୍ତା ବି ଖୁବ ମାର୍ଜିତ ଥିଲା. ଅନ୍ୟ ଝିଅଙ୍କ ଭଳି ଆଜେ ବଜେ କଥା କୁହେନି. ସବୁଠାରୁ ଭଲ ଥିଲା ତା ବ୍ୟବହାର. ପାଠ ପଢ଼ାରେ ବି ଖୁବ ତେଜ଼ ଥିଲା.
କିଛିଦିନ ଆମ ଫ୍ରେଣ୍ଡସିପ ଚଳିଲା ପରେ ମୁଁ ତାକୁ ପ୍ରପୋଜ କରିଥିଲି. ସେତେବେଳକୁ ଦୁହେଁ ଦୁହିଁଙ୍କୁ ଆହୁରି ଭଲ ଭାବରେ ଜାଣି ସାରିଥିଲୁ. ତାକୁ ପ୍ରପୋଜ କରିବାରୁ ସେ ହସିଦେଇ କହିଥିଲା ଆରେ ସ୍ୱରୂପ ତୁମେ କେତେ ଲେଟ କରିଦେଲ. ମୁଁ ଡରିଯାଇ କହିଲି ଲେଟ ମାନେ………. କଣ……. ସେ ପୁଣିଥରେ ହସିଦେଇ କହିଲା ଆରେ ନା ନା ସେମିତି କିଛି ନୁହେଁ ମୁଁ ତୁମଠୁ ଏଇଟା ଆଉଟିକେ ଆଗରୁ ଆଶା କରୁଥିଲି.. ଓଃ ଗଡ଼ କେତେ ସମୟ ଯାଏଁ ଏମିତି ଲାଗିଲା ଯେ ନିଳୀମା ମୋ ହାତରୁ ଚାଲିଗଲା……
Barsha Re Bhiji Girlfriend Saha Maja
ଆଗକୁ ପଢିବା NEXT ବଟନ ଉପରେ କ୍ଲିକ କରନ୍ତୁ
Nice story brother..keep it up..waiting for your next story..thank you 😊
Nice writing
emailabhii1990 at geemel
Super bro
Kehi kendrapara jhia,bhauja,aunty sex kimba sex chat , phone sex ,real sex fully secret
Mail me on [email protected]
Mast story emiti agaku lekha
Very nice story..
Thanks Sujeet, Abhiand Dibyajyoti
Thanks Barsha and Rosalin
Rojalin msg me [email protected]
Barsha msg kara
[email protected]
Mail at [email protected]
Any one want have fun and sex chatt then email me [email protected]