Bidhaba Roseiani Mausi Saha Kudia Bhitare Sex ବିଧବା ରୋଷେଇଆଣୀ ମାଉସୀ ସହ କୁଡିଆ ଭିତରେ ସେକ୍ସ

ବିଧବା ରୋଷେଇଆଣୀ ମାଉସୀ ସହ କୁଡିଆ ଭିତରେ ସେକ୍ସBidhaba Roseiani Mausi Saha Kudia Bhitare Sex

Bidhaba Roseiani Mausi Saha Kudia Bhitare Sex   ଇଏ ଗୋଟେ ଭାରି ରୋମାଂଚକର କାହାଣୀ ରୋଷେଇବାଲି ମାଉସୀକୁ ଥୋପ ପକେଇ ଗେହିବାର। କଲେଜ ଦିନର କଥା ଛୋଟ ସହର ବେସରକାରୀ କଲେଜରେ ପଡୁଥିବା କଥା। କଲେଜ ହଷ୍ଟେଲରେ ବହୁତ କମ୍ ସିଟ୍ ତେଣୁ ଆମେ ଗଳିକନ୍ଦିରେ ଥିବା ଛୋଟ ଛୋଟ ମେସ୍ ରେ ରହି ପାଠ ପଢୁଥିଲୁ। ଗୋଟେ ଛୋଟ ମେସ୍ ମୋଟ ୮/୧୦ ଜଣ ଥିଲୁ ।

ତାକୁ ଚଳେଇବା ଲୋକ ଜଣେ ମାଇପି ଲୋକ ଯିଏ ରୋଷେଇକରି ଦିଏ ଆମକୁ ଆଉ ରହିବା ଭଡା ଓ ଖାଇବା ଖର୍ଚ ନିଏ ।ସେଥିରୁ ଘରମାଲିକ କୁ ତା ଭଡା ଦେଲାପରେ ବାକି ତାର ରୋଜଗାର।ଏବେ ଆସିବା ତାର ପରିଚୟ କରିବା। ସିଏ ଅସଲରେ ତା ସ୍ବାମୀ ମରିଗଲା ପରେ ଗୋଟିଏ ପିଲା କୁ ନିଜ ଚେଷ୍ଟାରେ ପାଳୁଥିଲା। ବୟସଟା ସେତେବେଳେ ୩୨/୩୩ ହେବ। ତାର ପୁଅକୁ ୧୦ ବର୍ଷ।ସେ ସ୍କୁଲରେ ପଢୁଚି। ଦେଖିବାକୁ ସେମିତି ସୁନ୍ଦରୀ ନ ହେଲେ ବି ମଧ୍ୟବୟସୀ ମାଇକିନିଆଟିଏ ହିସାବରେ ଶରୀରଗଠନ ଓ ନାରୀସୁଲଭ ଚାଲିଚଳନରେ କିଛି କମିନାହିଁ।

ମେସ୍ ରେ ଆମେ ସମସ୍ତେ ତାଙ୍କୁ ଟୁନିମାଉସୀ ବୋଲି ଡାକୁ।ନାଁ ଟା ତାର ବୋଧେ ନୀଳିମା। ଏଇଠି ମୋ ବିଷୟରେ ବି ଟିକେ କହିରଖୁଚି। ଗାଁରେ ଥିଲାବେଳେ ମୁଁ ଟିକେ ମଝିରେ ସାଂଗ ସାଥୀ ମେଳରେ ପଡି ଯୌନତା ଆଡକୁ ମୁହଁଉ ଥିଲି। ଆମର ଗୋଟେ ନୂଆବାଳ (ତଳବାଳ) ଗଜୁରୁଥିବା ଦଳ ବ୍ୟଭିଚାର ଆଡକୁ ବହୁତ ମନ ବଳଉଥିଲୁ। ଯାହାକୁ ସୁଯୋଗ ମିଳୁଥିଲା ସେ ମଜା ଲୁଟୁଥିଲା।ମୋର ବି ଗୋଟେ ପଡିଶା ଝିଅ ପଛରେ ବହୁତଦିନ ଗୋଡଇଲା ପରେ ଖାଲି ଚୁମାଦେବା ଆଉ ଦୁଧଚିପିବା ଛଡା ଆଉ କିଛି ଆଗେଇ ପାରିଲାନି। ସାଇର ମଧ୍ୟବୟସୀ ଭାଉଜ ଜଣେ ଥିଲା ସବୁବେଳେ ଥଟ୍ଟାମଜା କରୁଥିଲା , ଛାତିରୁ ଲୁଗା ଖସେଇ ଦେଉଥିଲା ତା କଥାଭାବି ମୁଠି ମାରୁଥିଲି ସବୁଦିନ ହେଲେ ଘରେ ଧରାପଡିଯିବି ଡରରେ କିଛି କରିପାରିଲିନି ତା ସହ।ମୋଟାମୋଟି ଯୋଉ ଦିନଠୁ ମୋର ସେକ୍ସଜ୍ଞାନ ହେଲାଣି, ବହୁତ ଇଚ୍ଛାହୁଏ ମନ ଖୋଜେ କେହି ଗୋଟେ ଜୁଟିଲାନି ଏ ଯାଏଁ ।

ଖାଲି ହସ୍ତଚାଳନା କରି କାମ ଚଳେଇବାକୁ ପଡୁଚି। ଗାଁରେ ସାହିପଡିଶାରେ ଯୁବତୀ ମାଇପି ମାନଙ୍କୁ ଦେଖି ମୋର ମୁଣ୍ଡ ଗରମ ହେଇଯାଉଥିଲା।ଏବେ ମେସ୍ ରେ ଆସି ରହିଲା ପରେ ଅନ୍ୟରୁମ୍ ର ମୋ ଠାରୁ ସିନିଅର ଦୁଇଜଣ ଭାଇ ଥିଲେ ।ତାଙ୍କ ରୁମ୍ କୁ ପ୍ରାୟ ଖଟି କରିବାକୁ ଯାଏ। ସେ ଦୁହେଁ ପକ୍କା ବାଳୁଙ୍ଗା ଖାଲି ଅଶ୍ଳୀଳ କଥାବାର୍ତ୍ତା ହିଁ କରନ୍ତି ସଦାବେଳେ। କିଏ କେମିତି କାହାକୁ ପଟେଇ ଗେହିଥିଲା କିମ୍ବା କୋଉ ଭାଉଜ କେମିତି ଥଟ୍ଟାମଜା କରୁ କରୁ ଶେଷରେ ତାଙ୍କୁ ଖୋଲା ନିମନ୍ତ୍ରଣ ଦେଲା ଗେହିବାକୁ,କିଏ ଗାଧୁଆତୁଠରେ ,ଆଉ କିଏ ଶେଷରେ ଗୁହାଳ ଭିତରେ ଗିହାଗେହି କରିଥିଲା। ଏଇସବୁ ଶୁଣି ଶୁଣି ରାତିରେ ବାଣ୍ଡ ହଲେଇବା ଅଭ୍ୟାସ ହେଇଗଲାଣି। ଦିନେ ତାଙ୍କ ଭିତରୁ ଜଣେ କହିଲା ସିଏ ୟା ଆଗରୁ ଯୋଉ ମେସରେ ଥିଲା ସେଠି ଜଣେ ଭଲ କାମବାଲି ମାଉସୀକୁ ଟଙ୍କା ଦେଇ ଚୁଦିଥିଲା।

ମୋ ମନରେ ଗାଁରେ ଥିଲା ବେଳର ସେକ୍ସ ନିଶା ପୁଣି ଆଉ ଥରେ ଜାଗ୍ରତ ହେଲା।ଏଇଭଳି ଅବସ୍ଥାରେ ମୋ ସାମନାରେ ଟୁନିମାଉସୀଙ୍କୁ ସବୁବେଳେ ଦେଖି ଦେଖି ମୋର ପାପ କାମନା ପୂରଣ କରିବାର ଇଚ୍ଛା ଜାଗିଲା। ମୁଁ ଭାବିଲି ତାର ତ ସ୍ବାମୀ ନାହିଁ। ମନରେ ଯଦି ଜାଗା ବନେଇ ହୁଅନ୍ତା। ପଟେଇ ଗେହିବାକୁ ମିଳନ୍ତା। କୁହନ୍ତି- ଯହାଁ ଚାହା ୟଁହା ରାହା।ଏମିତି ମୁଁ ପାଠପଢା ମଝିରେ ମଝିରେ ରୋଷେଇଘର ଆଡେ ଯାଇ ତାଙ୍କସହ ଦେଖାକରି ଆସୁଥିଲି। ଏବେ ଉଦ୍ଦେଶ୍ୟ ମୂଳକ ଭାବେ ତାଙ୍କ ସହଯାଇ ମଝିରେ ମଝିରେ ଗପସପ କଲି।ତାଙ୍କୁ କେତେବେଳେ ଲଙ୍କା ରସୁଣ ଛଡେଇବା ବା ଅଣ୍ଡାରୁ ଖୋଳପା ଛଡେଇବା ପରି କାମରେ ସାହାଯ୍ୟ କରୁଥିଲି। ଟୁନିମାଉସୀ ବୟସ ଅନୁସାରେ ଦେହର ମାପଚୁପ ପୂରା ଠିକ୍ଠାକ୍ ଥିଲା।ତାଙ୍କ ଆଖିଯୋଡିକ ଟଣାଟଣା ମାନେ ଚଉଡା ଆଉ ତଳ ଓଠଟା ବେଶ୍ ମୋଟା ମାନେ ବାହାରକୁ ଜଣା ପଡିଲାଭଳି। ମୁହଁଟା ଗୋଲ ଓ ବଡଆକୃତିର, କପାଳ ନୀଚା ଯୋଉଠୁ ତାଙ୍କ ଇଷତ୍ କୁଞ୍ଚୁକୁଞ୍ଚିଆ ବାଳର ଆରମ୍ଭ। ତାଙ୍କର ସବୁଠୁ କାମୋଦ୍ଦୀପକ ଅଙ୍ଗ ହେଲା ଅଣ୍ଟା ତଳର ଓସାରିଆ ଆଗପଛ। ଆଗରୁ ଦେଖିଲେ କି ପଛରୁ ,ଦୁଇପଟର ଚଉଡା ଓ ତାର ଗାଣ୍ଡି ଦୋହଲା ଚାଲି ତାକୁ ଗୋଟେ କାମୁକତା ଉଦ୍ରେକକାରୀ ନାରୀ ରେ ପରିଣତ କରିଛି।ସବୁବେଳେ କାମରେ ବ୍ୟସ୍ତ ଥିଲେ ବି ନିଜକୁ ସଫାସୁତୁରା ରଥି ଧଡିବାଲା ଭଲସୂତା ଶାଢୀ ଓ ରଂଗୀନ ବ୍ଳାଉଜ୍ ପିନ୍ଧି ମେଣ୍ଟେନ କରି ରହନ୍ତି।

ମେସ୍ ରେ ସମସ୍ତଙ୍କ ସହ ହସିହସି ଜଗିରଥି କଥାହୁଅନ୍ତି। ମୋ ସହ ଟିକେ ଅନ୍ୟମାନଙ୍କ ଠାରୁ ଅଧିକ ନିଜର ପରି କଥା ହୁଅନ୍ତି କାରଣ ମୁଁ ବି ତାଙ୍କ ସହ ଭଲଭାବେ ମିଳାମିଶା କରେ। ଏ ସବୁ ବି ମୋତେ ତାଙ୍କ ଆଡକୁ ଟିକେ ଆକର୍ଷିତ କରୁଥିଲା। ତେଣୁ ମୁଁ ତାଙ୍କୁ ଅନ୍ୟ ନଜରରେ ଦେଖିବାକୁ ଆରମ୍ଭ କଲି।ତାଙ୍କର ଦୁଧ ଯୋଡିକ ତ ଲୁଗାତଳୁ ବେଶ୍ ବଡବଡ ଦିଶେ ଗୋଟିଏ ଛୁଆର ମାର ଯେମିତି ହେବା କଥା।ତାଙ୍କର ଦୁଇଦୁଧ ମଝିସନ୍ଧିକୁ ଓ ତାଙ୍କ ବ୍ଳାଉଜ୍ ସାଇଡରୁ ଦୁଧର ସାଇଜ୍କୁ ମନରେ କଳ୍ପନା କରେ। କେତେବେଳେ କାମ କରୁକରୁ ତାଙ୍କ ଗୋଟିଏ ପଟ ଶାଢୀରୁ ଅଲଗା ହେଲେ ବ୍ଳାଉଜ ଭିତରୁ ଦୁଧର ଭୁଣ୍ଡିକୁ ଲକ୍ଷ୍ୟ କରେ। ମୋ ଆଡେ ପଛବୁଲେଇ ନଇଁପଡି ରୋଷେଇ କଲା ବେଳେ ମୁଁ ତାଙ୍କ ପିଚାର ଗୋଲେଇ ଓ ଦୁଇଫାଳର ମଝିରଗାର କୁ ଦେଖି ମନେ ମନେ ତାଙ୍କୁ ମୋ ଆଖିରେ ଲଙ୍ଗଳାକରି ପକାଏ।ତାଙ୍କ ମୋଟାଜଙ୍ଘ ଦୁଇଟି ବି ବେଶ୍ ବାରିହୁଏ। ଆଉ ବାକି ଯାହା ମୁଖ୍ୟ ଜାଗା ସେଇଟା ତ ସଦାବେଳେ ଇପ୍ସିତ କିନ୍ତୁ ସଂପୂର୍ଣ୍ଣ ଭାବେ ଲୁକ୍କାୟିତ। ମାଉସୀ ସହ ବନ୍ଧୁତାକୁ ଆଉ ଟିକେ ଆଗେଇନେବାକୁ ଯେତେବେଳେ ମେସ୍ ମାର୍କେଟିଂ ଗଲି ତାଙ୍କପାଇଁ ବଜାରରୁ ମିଠାମସଲାପାନ , ମିକ୍ସଚର ବିସ୍କୁଟ୍ ଓ ତା ପିଲାଙ୍କ ପାଇଁ ଚକୋଲେଟ ଇତ୍ୟାଦି ଆଣିଦେଉ ଥିଲି। ପ୍ରଥମେ ପ୍ରଥମେ ମାଉସୀ ଟିକେ ଶଙ୍କାପ୍ରକାଶ କରୁଥିଲା।Bidhaba Roseiani Mausi Saha Kudia Bhitare Sex   Bidhaba Roseiani Mausi Saha Kudia Bhitare Sex

ଆଗକୁ ପଢିବା ପାଇଁ NEXT ବଟନ ଉପରେ କ୍ଲିକ କରନ୍ତୁ
6 Comments

Add a Comment

Your email address will not be published. Required fields are marked *