Bus Re Dekha Hei Prema Ru Sex ପ୍ରେମ ରୁ ସେକ୍ସ – SexKahanni.COM

Bus Re Dekha Hei Prema Ru Sex ପ୍ରେମ ରୁ ସେକ୍ସ

ବସରେ ଦେଖା ହେଇ ପ୍ରେମ ରୁ ସେକ୍ସ

Bus Re Dekha Hei Prema Ru Sex

Bus Re Dekha Hei Prema Ru Sex   ଗୋଟେ ଦିନ ଯେତେବଳେ ଅଫିସ ଯିବା ପାଇଁ ବାହାରିଲି ମୋର ସ୍କୁଟି ଖରାପ ହୋଇଗଲା । ବାଧ୍ୟ ହୋଇ ମୋତେ ବସ ରେ ଯିବା ପାଇଁ ପଡିଲା । ଏମିତିରେ ମୁଁ କେବେ ବସରେ ଯାଏ ନାହି । କିନ୍ତୁ ସେଦିନ ମୋର ଭାଗ୍ୟ ଖରାପ ଥିଲା, ମୁଁ ଯେତେବଳେ ବସ ଷ୍ଟାଣ୍ଡରେ ପହଞ୍ଚିଳି ଦେଖିଲି ବସ ବହୁତ ଭିଡ ଥିଲା । ମୁଁ ଯେତେବଳେ ବସକୁ ଦେଖିଲି ବସ ପୁରା ଫୁଲ ଥିଲା ।

ମୁଁ ସାହସ କରି ବସରେ ଚଢିଲି । ଯେମିତି ମୁଁ ବସରେ ଚଢିଛି ମୋତେ ବହୁତ ଅନକନଫର୍ଟ ଫିଲ ହେଉଥିଲା । ବହୁତ ଗରମ ଲାଗୁଥିଲା, କିନ୍ତୁ ମୁଁ ଯିବା ପାଇଁ ବାଧ୍ୟ ଥିଲି କାରଣ ଅଫିସ ଲେଟ ହଉଥିଲା । ସେଥିପାଇଁ ମୋ ପାଖରେ ଅନ୍ୟ କୌଣସି ରାସ୍ତା ନାହିଁ । ମୁଁ ବସରେ ଚଢିବା ପରେ ଭାବିଲି ଅଟୋରେ ଚାଲିଜିବି କିନ୍ତୁ ଅଟୋ ସକାଳୁ ମିଳିବା ବହୁତ କଷ୍ଟ ।

ମୋ ଆଗରେ ଗୋଟେ ଟୋକା ଠିଆ ହେଇଥିଲା । ସେ ତାର କାନରେ ହେଡଫୋନ ଲଗେଇ ଥିଲା । ସେ ଗୋଟେ ଟି ସାର୍ଟ ପିନ୍ଧିଥିଲା, ସେ ବାରମ୍ବାର ମୋ ଆଡକୁ ଦେଖୁଥିଲା । ମୁଁ ତାକୁ କହିଲି ତୁମେ ମୋତେ କଣ ପାଇଁ ଏମିତି ଦେଖୁଛ ? ସେ ତାର କାନରୁ ହେଡଫୋନ ବାହର କରି କହିଲା ହଁ ମାଡାମ ଆପଣ କଣ କହୁଥିଲେ ।

ମୁଁ ତାକୁ କହିଲି ତୁମେ ଏମତି ମୋତେ ଘୁରି ଘୁରି କଣ ଦେଖୁଛ ? ସେ ମୋତେ କହିଲା ତୁମକୁ ମୁଁ ଘୁରି ଘୁରି ଦେଖୁ ନାହିଁ, ମୁଁ ତୁମ ମୁହଁକୁ ଦେଖୁଥିଲି ତୁମେ ବହୁତ ଅନକନଫର୍ଟ ଫିଲ କରୁଛ । ମୁଁ ଭାବିଲି ସେ ତ ଠିକ କହୁଛି, ମୁଁ ତାକୁ କହିଲି ହଁ ମୁଁ ବହୁତ ଅନକର୍ନଫଟ ଫିଲ କରୁଛି । ମୁଁ କହିଲି ବସରେ ବହୁତ ଭିଡ ଅଛି ଆଉ ମୁଁ କେବେ ଏମିତି ବସରେ ଯାଇ ନାହିଁ ।

ସେ ମୋତେ କହିଲା ଅପେକ୍ଷା କର ମୁଁ ତୁମକୁ ଗୋଟେ ସିଟ ଦେଉଛି । ସେ ଯୁବକ ଜଣଙ୍କ ମୋତେ ଗୋଟେ ସିଟ ଦେଇଦେଲେ । ସେ ଜଣେ ବ୍ୟକ୍ତିକୁ କହିଲେ ମାଡାମଙ୍କ ଦେହ ଖରାପ ଅଛି ତାଙ୍କୁ ଟିକେ ବସିବା ପାଇଁ ସିଟ ଦିଅନ୍ତୁ । ମୋତେ ବସରେ ବସିବା ପାଇଁ ସିଟ ମିଳିଗଲା । ମୋତେ ବସିବା ପାଇଁ ସିଟ ମିଳିଗଲା । କାରଣ ମୋ ଘର ଠାରୁ ମୋର ଅଫିସ ବହୁତ ଦୂର ।

ମୁଁ ଠିଆ ହୋଇ ମୋ ପାଦ ଦରଜ ହେଇ ଯାଇଥିଲା । ଯେତେବେଳେ ମୋତେ ସିଟ ମିଳିଗଲା ମୁଁ ସେଇ ଯୁବକ ଆଡକୁ ଚାହିଁଲି ଆଉ ତାକୁ ଦେଖି ଗୋଟେ ସ୍ମାଇଲ ଦେଇ ଦେଲି । ସେ ବି ମୋତେ ସ୍ମାଇଲ ଦେଇ କହିଲା ଠିକ ଅଛି କିଛି କଥା ନାହିଁ । କିଛି ସମୟ ପରେ ମୁଁ ତାକୁ କହିଲି ତୁମେ କଣ କରୁଛ ? ଯେଉଁ ସିଟ ଉପରେ ମୁଁ ବସିଥିଲି ସେ ମୋର ସେଇ ପାଖରେ ଠିଆ ହୋଇଥିଲା ।

ସେ ମୋତେ କହିଲା କି ମାଡାମ ମୁଁ ପିଲାମାନଙ୍କୁ ଡ୍ୟାନ୍ସ ଶିଖାଏ, ମୁଁ ଜଣେ ଡ୍ୟାନ୍ସ ଟିଚର । ମୁଁ ତା ସହ ମୋର ହାତ ମିଳେଇ ମୋର ନାଁ କହିଲି । ମୁଁ କହିଲି ମୋର ନାଁ ମୋନିକା । ସେ ମୋତେ କହିଲା କି ତାର ନାମ ଦିନେଶ । ସେ ମୋତେ ତାର ଜିପରୁ ତାର ଭିଜିଟିଙ୍ଗ କାର୍ଡ ବାହାର କରିଦେଲା । ସେ ମୋତେ କହିଲା ମାଡାମ କେବେ ଆମ ଡ୍ୟାନ୍ସ ଆକାଡେମି ଆଡେ ଆସନ୍ତୁ ।

ମୁଁ ତାଙ୍କୁ କହିଲି ନିଶ୍ଚୟ, ମୁଁ ତୁମ ଡ୍ୟାନ୍ସ ଆକାଡେମି କୁ ଜିବି । ସେ ମୋତେ ପଚାରିଲା ତୁମେ କେଉଁ କମ୍ପାନୀରେ ଜବ କର । ମୁଁ ତାକୁ କହିଲି ମୁଁ ଗୋଟେ ଆଇଟି କମ୍ପାନୀରେ ଜବ କରେ। ସେ ମୋତେ କହିଲା ମାଡାମ ମୁଁ ଆଗ ଷ୍ଟପରେ ଉଲେହିବି ବାସ ଏତିକି କହି ଚାଲିଗଲା । କିନ୍ତୁ ମୁଁ ତାକୁ ସେମିତି ଚାହିଁ ରହିଥିଲି । ଯେବେ ସେ ବାହାରିଲା ମୋତେ ଦେଖି ହାତ ହଲେଇ ବାୟ କହିଲା ।

ମୁଁ ତାକୁ ଦେଖିଥିଲି କିନ୍ତୁ କୌଣସି ରିପ୍ଳାୟ ଦେଲି ନାହିଁ । ସେ ତାର ଡ୍ୟାନ୍ସ ଆକାଡେମି କୁ ଚାଲିଗଲା  । ମୁଁ ସେଦିନ ଏତେ କାମରେ ବ୍ୟସ୍ତ ଥିଲି କି ମୋତେ ଜଣା ପଡିଲା ନାହିଁ କେତେବେଳେ ୬.୩୦ ବାଜିଗଲା । ମୋତେ ସେଦିନ ଜଳଦୀ ଘରକୁ ଆସିବାର ଥିଲା । କାରଣ ମୋତେ ସେଦିନ ମୋର ବାପା ଙ୍କୁ ନେଇ ଡାକ୍ତରଙ୍କ ପାଖକୁ ଯିବାର ଥିଲା , କାରଣ ତାଙ୍କ ଦାନ୍ତ ବହୁତ ପେନ ହଉଥିଲା  ।

ଯେଉଁଥିପାଇଁ ମୋତେ ସେଇ ଡାକ୍ତରଙ୍କୁ ଦେଖା କରିବାର ଥିଲା । ମୁଁ ଜଲ୍ଦି ଅଫିସରୁ ବାହରି ଅଟୋ ନେଇ ଚାଲିଗଲି ଆଉ ଗୋଟେ ଘଣ୍ଟା ଭିତରେ ମୁଁମୋର ଘରେ ପହଞ୍ଚିଗଲି । ମୁଁ ବାପାଙ୍କୁ କହିଲି ସରି ବାପା ମୋର ଲେଟ ହୋଇଗଲା । ବାପା କହିଲେ କିଛି କଥା ନାହିଁ ଝିଅ ଆମେ ତ ଏଇ ପାଖକୁ ଯିବା । ମୁଁ ବାପାଙ୍କୁ ନିଏ ଡେଣ୍ଟଟିଷ୍ଟ ପାଖକୁ ଚାଲିଗଲି ।

ସେ ଡାକ୍ତର କହିଲେ ଦାନ୍ତ ପୁରା ଖତମ ହୋଇଯାଇଛି । ତାଙ୍କର ନୂଆ ଦାନ୍ତ ଲଗେଇବା ପାଇଁ ପଡିବ । ମୁଁ ତାଙ୍କୁ କହିଲି କଣ ସାର ଆଜି ହୋଇପାରିବ । ସେ କହିଲେ ହଁ ମୁଁ ଆଜି ଦାନ୍ତ ବାହର କରିଦେଉଛି । ଡାକ୍ତର ବାପାଙ୍କ ଦାନ୍ତ ବାହର କରିଦେଲେ । ଡାକ୍ତର କହିଲେ ତାଙ୍କ ଦାନ୍ତ ଆଜି ଲଗେଇବା ମୁସକିଲ ହେବ ତୁମେ ଆଗାମୀ ସପ୍ତାହରେ ଆସିବ ।

ଆଉ ଆମେ ସେଠୁ ଘରକୁ ଚାଲି ଆସିଲୁ । ବାପାଙ୍କୁ ବହୁତ କଷ୍ଟ ହେଉଥିଲା । ମୁ ମମିକୁ କହିଦେଲି ଆଜି ବାପାଙ୍କୁ କିଛି ହଲକା କହିବା ପାଇଁ ଦେବାକୁ । ଯେଉଁଥିରେ ତାଙ୍କ ବେଶୀ କଷ୍ଟ ଲାଗିବ ନାହିଁ । ମମି କହିଲା ଠିକ ଅଛି ଝିଅ । ମୁଁ ମୋ ଘର ଗୋଟିଏ ବୋଲି ଝିଅ ତେଣୁ ମୋତେ ଘର କଥା ଆଉ ଅଫିସ କଥା ବୁଝିବା ପାଇଁ ପଡୁଛି ।

ମୁଁ ମୋର କର୍ତ୍ତବ୍ୟ କୁ ବହୁତ ଭଲରେ କରି ଆସୁଛି । ମୁଁ କେବେ ବି ମୋର ମମି ବାପା ଙ୍କ ପାଖରେ କିଛି ଡିମାଣ୍ଡ କରି ନାହିଁ । ମୁଁ ସବୁବେଳେ ମୋ ନିଜ ଗୋଡରେ ଛିଡା ହେବା ପାଇଁ ଚାହୁଁଥିଲି । ଆଉ ମୁଁ ପିଲା ଦିନରୁ କେବେ କିଛି ବାପା ମାଙ୍କୁ ଜିଦ କରି ମାଗି ନାହିଁ । ସେଥିପାଇଁ ମୋ ବାପା ମା ମୋତେ ବହୁତ ଭଲପାଆନ୍ତି ।

ଆଉ ସେମାନେ ସବୁବେଳେ କୁହନ୍ତି ତୁ ଘର କଥା ବହୁତ ଭଲରେ ବୁଝୁଛୁ ଆଉ ତୁ କୌଣସି ପୁଅ ଠାରୁ ବି କମ ନୁହେଁ । ଗୋଟେ ଦିନ ମୋର ଅଫିସ ଛୁଟି ଥିଲା ଆଉ ମୁଁ ମୋ ପର୍ସରୁ କିଛି ବାହାର କରୁଥିଲି, ମୋ ହାତରେ ଦିନେଶର ଭିଜିଟିଙ୍ଗ କାର୍ଡ ଲାଗିଲା । ମୁଁ ଯେତେବେଳେ ଭିଜିଟିଙ୍ଗ କାର୍ଡ ଦେଖିଲି ମୁଁ ସେଇ ନମ୍ବରରେ ଫୋନ କରିଦେଲି ।

ମୁଁ ମୋର ପରିଚୟ ଦେଇ କହିଲି ଦିନେଶ ତୁମେ ଆଜି କେଉଁଠି ଅଛ ? ସେ କହିଲା କି ସେ ତାର ଡ୍ୟାନ୍ସ ଆକାଡେମି ରେ ଅଛି ଆଉ ପିଲାମାନଙ୍କୁ ଡ୍ୟାନ୍ସ ଶିଖାଉଛି । ମୁଁ ତାକୁ କହିଲି ଠିକ ଅଛି ମୁଁ ତୁମକୁ ଆଜି ଦେଖା କରିବା ପାଇଁ ତୁମ ଡ୍ୟାନ୍ସ ଆକାଡେମି କୁ ଯାଉଛି । ସେ କହିଲା ହଁ ମାଡାମ ଆପଣ ଆସନ୍ତୁ । ସେଇ ଦିନ ମୁଁ ଦିନେଶ କୁ ଦେଖା କରିବା ପାଇଁ ଚାଲିଗଲି ।

ଯେତେବେଳେ ମୁଁ ଦିନେଶର ଡ୍ୟାନ୍ସ ଆକାଡେମୀରେ ପହଞ୍ଚିଲି ଦେଖିଲି ବହୁତ ଭିଡ ଥିଲା । ଦିନେଶ ମୋତେ ଗୋଟେ ରୁମକୁ ନେଇକରି ଗଲା । ସେଇ ରୁମରେ ବିଲକୁଲ ବି ସାଉଣ୍ଡ ହେଉ ନଥିଲା । ଆମେ ଦୁଇଜଣ ସେଇଠି ବସି ରହିଲୁ । ସେ ମୋତେ କହିଲା କି ମାଡାମ ଆଜି ଆପଣ ଏଠାକୁ କେମିତି କଣ ଆସିଲେ ? ମୁଁ ତାଙ୍କୁ କହିଲି ବାସ ଏମିତି ଆଜି ତୁମର ଭିଜିଟିଙ୍ଗ କାର୍ଡ ମୋ ହାତରେ ପଡିଲା ଭାବିଲି ତୁମକୁ ଯାଇ ଦେଖା କରିବା ପାଇଁ, ଆଉ ଚାଲି ଆସିଲି ।

କାରଣ ମୁଁ ତୁମକୁ ସେଦିନ କହିଥିଲି ନା ମୁଁ ତୁମ ସହ ନିଶ୍ଚୟ ଦେଖା କରିବି । ଦିନେଶ ବି ତା ବିଷୟ ରେ ମୋତେ କହିଲା । ଦିନେଶ ବିଷୟରେ ମୁଁ ଶୁଣି ମୋତେ ଏମିତି ଲାଗିଲା କି ଦିନେଶ ବି ତାର ଜୀବନରେ ବହୁତ ପରିଶ୍ରମ କରିଛି । ମୁଁ ଯେତେବଳେ ମୋ ବିଷୟରେ କହିଲି ଦିନେଶ ମୋତେ କହିଲା ମାଡାମ ତୁମ ଜୀବନ ଆଉ ଜୀବନ ପ୍ରାୟ ଏକା ପରି । ତୁମେ ବି ତୁମ ଜୀବନରେ ବହୁତ ପରିଶ୍ରମ କରିଛ ।

ମୁଁ ବି ମୋ ଜୀବନରେ ବହୁତ ପରିଶ୍ରମ କରିଛି । ସେଦିନ ମୁଁ ଦିନେଶ ସହ ବେଶୀ ସମୟ ପର୍ଯ୍ୟନ୍ତ ରହିପାରିଲି ନାହିଁ । ସେଦିନ ପରେ ଦିନେଶର ଓ ମୋର ଫୋନରେ କଥା ବାର୍ତ୍ତା ହେବାରେ ଲାଗିଲା । କେବେ କେବେ ଦିନେଶ ସହ ଦେଖା କରିବା ପାଇଁ ବି ଚାଲିଯାଏ । ଦିନେଶ ସହ ଦେଖା କରି ମୋତେ ବହୁତ ଭଲ ଲାଗୁଥିଲା । ଆଉ ଦିନେଶ ସହ ମୋର ଭଲ ବନ୍ଧୁତା ହେଇ ଯାଇଥିଲା ।

ଯେତେବଳେ ଦିନେଶ ସହ ମୋର ଦୋସ୍ତି ହୋଇଗଲା ଆମେ ପ୍ରାୟ ସମୟ ଦୁଇଜଣ ଦେଖା ସାକ୍ଷାତ କରିବାରେ ଲାଗିଲୁ । ଆମେ ଦୁଇଜଣ ଅଧିକରୁ ଅଧିକ ସମୟ ଜଣେ ଜଣଙ୍କ ସହ କଟେଇବାରେ ଲାଗିଲୁ । ଆମ ଦୁଇଜଣଙ୍କ ଭିତରରେ ଅନ୍ତର କମିବାରେ ଲାଗିଲା । ମୁଁ ବି ଜାଣିନଥିଲି କି ଆମ ଭିତରେ କଣ ଅଛି । କିନ୍ତୁ ଦିନେଶ ସହ ମୋତେ ସମୟ ବିତେଇବାରେ ବହୁତ ଭଲ ଲାଗୁଥିଲା ।

ମୋତେ ଏମିତି ଲାଗୁଥିଲା କି ସେ ମୋର ପ୍ରତି ଟି କଥାକୁ ବୁଝିପାରୁ ଥିଲା । ସେଥିପାଇଁ ତ ମୁଁ ତା ସହ ଟାଇମ ବିତାଉଥିଲି । କିନ୍ତୁ ଦିନେଶ ମୋ ଠାରୁ ବୟସରେ ଛୋଟ, କିନ୍ତୁ ତାର ହୃଦୟ ବହୁତ ଭଲ ଆଉ ସବୁବେଳେ ମୋତେ କହୁଥିଲା କି ତୁମେ ବହୁତ ଭଲ । ଦିନେଶର ଏଇ ଭଲ ଗୁଣ ପାଇଁ ମୁଁ ତା ପ୍ରତି ବହୁତ ପ୍ରଭାବିତ । ଆଉ ମୋତେ ଲାଗୁଥିଲା ଦିନେଶ ବହୁତ ଭଲ ପିଲା ଆଉ ମୁଁ ଦିନେଶକୁ ଗୋଟେ ଦିନ ମୋର ମନ କଥା କହିଦେଲି ।

ଆଗକୁ ପଢିବା NEXT ବଟନ ଉପରେ କ୍ଲିକ କରନ୍ତୁ

333814cookie-checkBus Re Dekha Hei Prema Ru Sex ପ୍ରେମ ରୁ ସେକ୍ସ
7 Comments

Add a Comment

Your email address will not be published. Required fields are marked *

error: Content is protected !!