Chakarani Ku Piasa Dei Seal Bia Gehili ଚାକରାଣୀକୁ ଗେହିଁଲି – SexKahanni.COM

Chakarani Ku Piasa Dei Seal Bia Gehili ଚାକରାଣୀକୁ ଗେହିଁଲି

ଚାକରାଣୀକୁ ପଇସା ଦେଇ ସିଲ ବିଆ ଗେହିଁଲି

Chakarani Ku Piasa Dei Seal Bia Gehili

Chakarani Ku Piasa Dei Seal Bia Gehili   ମୋ ନାଁ ସାଗର । ମୋର ବୟସ ୩୨ ବର୍ଷ । ଆଉ ମୋର ବିବାହ କୁ ଏବେ କିଛି ଦିନ ହୋଇଛି । ମୋର ସ୍ତ୍ରୀ ନାମ ଗୀତା । ଗୀତା ଜଣେ ସ୍କୁଲ ଟିଚର । ଆଉ ମୋର ବାପା ମା ବି ଜବ କରନ୍ତି । ସେଥିପାଇଁ ଆମେ କେବଳ ଛୁଟି ଦିନ ରେ ଜଣେ ଜଣଙ୍କ ସହ ଭଲରେ କଥା ବାର୍ତ୍ତା ହୋଇ ପାରୁ । ମୋର ବଡ ଭଉଣୀର ବିବାହଘର ବି ବର୍ଷେ ତଳେ ହୋଇଯାଇଛି ।

ଆମେ ତାର ବିବାହ ଘରେ ବହୁତ ଖର୍ଚ କରିଛୁ । ଆଉ ବିବାହ ଘରେ କୌଣସି ପ୍ରକାରର କମି ହେବାକୁ ଦେଇ ନାହୁଁ । ଆମର ସବୁ ବନ୍ଧୁ ବାନ୍ଧବ ସେଦିନ ଘରକୁ ଆସିଥିଲେ, ସେ ବହୁତ ଖୁସି ଥିଲା । ଆମ ସବୁ ଲୋକଙ୍କ ପାଖରେ ବିଲକୁଲ ବି ଫୁରସତ ନଥିଲା । ମୁଁ ବି ଗୋଟେ ଭଲ କମ୍ପାନୀରେ ଜବ କରେ । ସେଥିପାଇଁ ମୋତେ ବି ବେଶୀ ସମୟ ମିଳି ପାରେ ନାହିଁ ।

ମୁଁ ମୋର କାମ ପାଇଁ ଘର ଠାରୁ ଦୂରରେ ରୁହେ । ମୋ ବାପା ମା ଙ୍କୁ ବି ସମୟ ନଥାଏ ସେଥିପାଇଁ ଆମେ ଘରେ କାମ କରିବା ପାଇଁ ଜଣେ ସ୍ତ୍ରୀ ଲୋକକୁ ରଖିଛୁ । କିନ୍ତୁ ସେ କାମ କରିବାରେ ବହୁତ ଅଳସୁଆ ଆଉ ବିଲକୁଲ ବି ଭଲରେ କାମ କରେ ନାହିଁ । ଆମେ ଅନେକ ଥର ଏଇ ବିଷୟରେ କଥା ହୋଇଛୁ କିନ୍ତୁ ଆମକୁ ଅନ୍ୟ କେହି ସ୍ତ୍ରୀ ଲୋକ ମିଳିଲେ ନାହିଁ ଯିଏ ଘର କାମ ଭଲରେ କରିପାରିବ ।

ସେଥିପାଇଁ ଆମେ ସବୁ ବହୁତ ଚିନ୍ତିତ ହୋଇ ଯାଇଥିଲୁ । ସେ ଘରକୁ ବି ଭଲରେ ସଫା ସୁତୁରା କରେ ନାହିଁ, ଘରକୁ ବହୁତ ଅସନା କରି ରଖିଥାଏ । ମୁଁ ଏଇ ବିଷୟରେ ମୋର ଅଫିସ ସାଙ୍ଗ ମାନଙ୍କ ସହ କଥା ହୋଇଛି, ସେମାଙ୍କୁ କହିଛି ତୁମମାନଙ୍କ ନଜର କେହି ଯଦି ଭଲ ମହିଳା ଅଛନ୍ତି ଯିଏ କି ଆମ ଘର କଥା ଭଲରେ ବୁଝିପାରିବ ମୋତେ ନିଶ୍ଚୟ ଜଣେଇବ ।

ମୋ ସ୍ତ୍ରୀ ମଧ୍ୟ ତାର ସ୍କୁଲରେ ଏଇ ବିଷୟରେ କଥା ହୋଇଥିଲା କିନ୍ତୁ ଆମକୁ କେହି ମହିଳା ମିଳିନାହାନ୍ତି ଯିଏ ଆମର ଘର କାମ କରି ପାରିବ । କିଛି ଦିନ ପରେ ସେ ଆମ ଘର କାମ ଛାଡି ଦେଲା । ଆଉ ଆମକୁ ବହୁତ ଅସୁବିଧା ହେବାରେ ଲାଗିଲା । ଆମକୁ ଆମ ଘର କାମ ନିଜେ କରିବାକୁ ପଡୁଥିଲା । ଆଉ ମୋତେ ଅଫିସରେ ଯାଇ ପହଞ୍ଚିବାରେ ବି ଅନେକ ଥର ଲେଟ ହୋଇଛି ।

ଆମ ଘର ପାଖରେ ଗୋଟେ ଦୋକାନ ଅଛି ସେଇ ଦୋକାନୀକୁ ମୁଁ କହିଲି ଯଦି ତୁମ ନଜରରେ କେହି ମହିଳା ଅଛନ୍ତି ଯିଏ ଆମ ଘର କାମ କରିପାରିବ ମୋତେ ନିଶ୍ଚୟ କହିବ । ସେ କହିଲେ ହଁ କିଛି ଦିନ ତଳେ ଆମ ଦୋକାନକୁ ଜଣେ ଲେଡି ଆସିଥିଲା ସେ ଏଇ ଘର କାମ କରିବା ପାଇଁ ପଚାରୁଥିଲେ । ମୁଁ କହିଲି ଯଦି ସେ ଦ୍ଵିତୀୟ ଥର ଆସନ୍ତି ତାକୁ ମୋ ନମ୍ବର ଦେଇ ଦେବ, ଆଉ ସେ ମହିଳାଙ୍କ ଠାରୁ ବି ତାଙ୍କ ନମ୍ବର ଆଣିବ, ଆଉ ମୁଁ ତାଙ୍କୁ ମୋ ନମ୍ବର ଦେଇ ଦେଲି ।

ସେ କହିଲେ ଠିକ ଅଛି, ଯଦି ସେ ଆସେ ମୁଁ ତା ନମ୍ବର ଆଣି ତୁମକୁ ଦେବି ଆଉ ତୁମ ନମ୍ବର ତାକୁ ଦେଇ ଦେବି । କିଛି ଦିନ ପରେ ମୁଁ ତାଙ୍କ ଦୋକାନ ଦେଇ ଯାଉଥିଲି ସେ ମୋତେ ଡାକି ସେ ଝିଅର ନମ୍ବର ଦେଲେ । ଆଉ ମୁଁ ତାକୁ କଲ କରିବାରୁ ସେ କହିଲା ହଁ ମୁଁ ଯାଇ ଆପଣଙ୍କ ଘରେ ଦେଖା କରିବି । ମୁ ତାକୁ ଘରର ଠିକଣା ଦେଲି ଆଉ ତାପରେ ସେ ଆମ ଘରକୁ ଆସିଲା ।

ତାର ବୟସ ଅତି ବେଶୀରେ ୨୦ – ୨୫ ବର୍ଷ ହେବ । ଯେତେବଳେ ମୁଁ ତାକୁ ତାର ନାଁ ପଚାରିଲି ସେ ତାର ନାଁ ସାଲୁ ବୋଲି କହିଲା । ମୋ ମା ତାକୁ ପଚାରିଲା କଣ ତୁମେ ପାଠ ପଢିଛ? ସେ କହିଲା ମୁଁ ସପ୍ତମ ଯାଏଁ ପଢିଛି ଆଗକୁ ପଢି ପାରିଲି ନାହିଁ କାରଣ ଆମ ଘର ର ସ୍ଥିତି ଠିକ ନଥିଲା । ସେଥିପାଇଁ ମୋତେ ସ୍କୁଲ ଅଧାରୁ ଛାଡିବା ପାଇଁ ପଡିଲା । ଆଉ ମୁଁ ଏମିତି ଅନ୍ୟ ଘରେ କାମ କରି ଆମ ଘର ଖର୍ଚ ଉଠାଉଛି ।

ମୋ ବାପାଙ୍କ ସ୍ୱାସ୍ଥ୍ୟ ଜମା ବି ଠିକ ରହୁ ନାହିଁ ସେଥିପାଇଁ ସେ ସବୁବେଳେ ଘରେ ରହୁଛନ୍ତି । ଆଉ ମୋ ଭାଇ ଏବେ ଛୋଟ ଅଛି ସେଥିପାଇଁ ସେ କାମ କରି ପାରିବ ନାହିଁ । ସେଥିପାଇଁ ମୁଁ ଓ ମୋ ଅନ୍ୟ ଘରେ ଯାଇ କମ କରୁଛୁ । ଆମେ ଆମ ଘର ବିଷୟରେ ତାକୁ ସବୁ କିଛି ବୁଝେଇ ଦେଲୁ । ସାଲୁ କହିଲା ମୁଁ କାଲି ଠାରୁ ତୁମ ଘରକୁ ଆସିବି ଏବଂ କାଲି ଠାରୁ ଆସି ତୁମ ଘର କାମ ଷ୍ଟାର୍ଟ କରିଦେବି ।

ଆମେ ତାକୁ ଦରମା ବିଷୟରେ ବି ସବୁ କିଛି କହିଦେଲୁ ଆଉ ସେ ତାର ଘରକୁ ଚାଲିଗଲା । ଆଗାମୀ ଦିନ ସକାଳୁ ସେ କାମକୁ ଆସିବାରେ ଲାଗିଲା । ଆଉ ସେ କାମ ବହୁତ ଭଲରେ କରୁଥିଲା । ମୋ ସ୍ତ୍ରୀ କହିଲା ସାଲୁ ବହୁତ ଭଲରେ କାମ କରୁଛି ଏବଂ ସକାଳର ଜଳଖିଆ ବି ସେ ତିଆରି କରିଥିଲା । ସେ ଖାଇବା ବି ବହୁତ ଭଲ ଥିଲା । ସାଲୁ ଘରର ସବୁ କାମ ସମ୍ଭାଳି ନେଉ ଥିଲା, ଏବେ ଆମେମାନେ ଟିକେ ଶାନ୍ତି ପାଇଲୁ ।

ଆମ ସବୁ ସମୟ ଅନୁସାରେ କାମକୁ ଚାଲିଯାଉଥିଲୁ ଏବଂ ସନ୍ଧ୍ୟାରେ ଘରକୁ ଫେରୁଥିଲୁ । ଗୋଟେ ଦିନ ମୁଁ ମୋ କମ୍ପାନୀ କାମରେ ଦିଲ୍ଲୀ ଯିବାର ଥିଲା । ମୁଁ ମୋର ବାପା ମା ଙ୍କୁ କହିଦେଲି ମୁଁ ଦିଲ୍ଲୀ ଯାଉଛି, ସେଠି 3-4 ଦିନ ରହିବା ପାଇଁ ପଡିବ । ମୁଁ ସେଠାରୁ ଦିଲ୍ଲୀ ଚାଲିଗଲି ଆଉ ମୁଁ ମୋର କାମରେ ବ୍ୟସ୍ତ ଥିଲି । ମୁଁ ସେଠି ପହଞ୍ଚି ମୋର ସ୍ତ୍ରୀକୁ ଫୋନ କରିଲି ଆଉ ତାକୁ କହିଲି ତୁମେ ବାପା ମାଙ୍କୁ କହିଦେବ ମୁଁ ପହଞ୍ଚି ସାରିଲିଣି ବୋଲି ।

ମୁଁ ଯେତେବେଳେ ସେଠୁ ଫେରିବା ପାଇଁ ବାହାରିଲି ମୁଁ ମୋ ସ୍ତ୍ରୀ କୁ ଫୋନ କରି କହିଦେଲି ମୁଁ ଆଜି ସକାଳେ ଯାଇ ପହଞ୍ଚିବି । ସେ ମୋତେ କହିଲା ଆମେ ସେତେବେଳେ ତୁମେ ଆସି ଖାଇକରି ରେଷ୍ଟ କରି ନେବ । ମୁଁ ତାକୁ କହିଲି ଠିକ ଅଛି ମୁଁ ଯେତେବେଳେ ଏଠୁ ବାହାରିବି ତୁମକୁ ଫୋନ କରିବି । ଯେତେବେଳେ ମୁଁ ଫ୍ଲାଇଟରେ ବସିଲି ମୁଁ ମୋର ସ୍ତ୍ରୀ କୁ ଫୋନ କରିଦେଲି, ଆଉ ସେ ବାପା ମାଙ୍କୁ ବି କହିଦେଲା ।

ମୁଁ ଯେତେବଳେ ଘରେ ପହଞ୍ଚିଳି ସେତେବେଳେ ଘରେ ସବୁ ଲୋକ ତାଙ୍କ ନିଜ ନିଜ କାମକୁ ଚାଲିଯାଇଥିଲେ, ମୁଁ ଏକା ଘରେ ଥିଲି । ସାଲୁ ମୋ ପାଇଁ ଖାଇବା ପ୍ରସ୍ତୁତ କରି ଦେଇଥିଲା, ଆଉ ସେ ବି ତା କାମରେ ଲାଗିଥିଲା । ମୁଁ ବି ଫ୍ରେସ ହେବା ପାଇଁ ଚାଲିଗଲି । ମୁଁ ବାହରକୁ ଖାଇ କରି କିଛି ସମୟ ପାଇଁ ମୋ ରୁମରେ ବସିଥିଲି । ମୁଁ ଯେତେବେଳେ ମୋ ରୁମରେ ବସିଥିଲି ସାଲୁ ମୋ ପାଖକୁ ଆସିଲା ।

ସେ ମୋତେ ପଚାରିଲା କି ତୁମ ଯାତ୍ରା କେମିତି ଥିଲା ? ମୁଁ କହିଲି ହଁ ମୁଁ ବହୁତ ଭଲରେ ଆସିଲି । ତାପରେ ମୁଁ ତାକୁ ବସିବା ପାଇଁ କହିଲି । ସେ ମୋର ପାଖରେ ବସିଥିଲା । ମୁଁ ଜାଣି ନହି ତାକୁ ଦେଖି ମୋର କଣ ପାଇଁ ମୁଡ ଖରାପ ହେବାରେ ଲାଗିଲା । ତା ସହ କିଛି ସମୟ କଥା ହେଲି ଆଉ ତାକୁ ହଠାତ ପଚାରିଲି କଣ ତୁମେ କେବେ ସେକ୍ସ କରିଛ ? ସେ ମୋର ପ୍ରଶ୍ନ ଶୁଣି କିଛି ସମୟ ଚୁପ ରହିଲା । Chakarani Ku Piasa Dei Seal Bia Gehili

ଆଗକୁ ପଢିବା NEXT ବଟନ ଉପରେ କ୍ଲିକ କରନ୍ତୁ

334316cookie-checkChakarani Ku Piasa Dei Seal Bia Gehili ଚାକରାଣୀକୁ ଗେହିଁଲି
4 Comments

Add a Comment

Your email address will not be published. Required fields are marked *

error: Content is protected !!