Goa Re Chakarani Saha Masti ଗୋଆରେ ଚାକରାଣୀ ସହ ମସ୍ତି – SexKahanni.COM

Goa Re Chakarani Saha Masti ଗୋଆରେ ଚାକରାଣୀ ସହ ମସ୍ତି

Goa Re Chakarani Saha Masti ଗୋଆରେ ଚାକରାଣୀ ସହ ମସ୍ତି

Goa Re Chakarani Saha Masti – ନମସ୍କାର ବନ୍ଧୁମାନେ ମୁଁ ସୁରେନ୍ଦ୍ର । ଆଜି ଆପଣମାନଙ୍କୁ ମୋର ନିଜର ଅନୁଭୂତି କହିବା ପାଇଁ ଯାଉଛି । ଯାହାକି ମୋର ଚାକରାଣୀ ସହ ଘଟିଯାଇଛି । ମୁଁ ପେଶାରେ ଜଣେ ବ୍ୟାଙ୍କ କର୍ମଚାରୀ । ଗୋଟିଏ ବ୍ୟାଙ୍କରେ ମୁଁ ଫିଲିଡ ଅଫିସର ଭାବେ ଚାକିରି କରିଛି । ମୋର ବୟସ ଏବେ ୫୬ ବର୍ଷ କିନ୍ତୁ ମୁଁ ନିୟମିତ ଯୋଗ କରେ ଏବଂ ନିଜ ଶରୀରକୁ ଫିଟ ରଖିବା ପାଇଁ ଡାଏଟ ମଧ୍ୟ କରେ । ତେଣୁ ମୋର ସାଙ୍ଗ ସାଥି ଓ ବନ୍ଧୁ ବାନ୍ଧବ ମାନେ କୁହନ୍ତି ମୋତେ ଯେତିକି ବୟସ ତାର ୭-୮ ବର୍ଷ ୟଙ୍ଗ ଦେଖାଯାଏ । ମୋ ପରିବାର କହିଲେ ମୋର ଗୋଟିଏ ପୁଅ,ବୋହୁ ଓ ନାତି । ମୋ ସ୍ତ୍ରୀ ପାଖା ପାଖି ୩ ବର୍ଷ ହେଇଯିବ ହାର୍ଟ ଆଟାକରେ ଆରପାରିକୁ ଚାଲିଯାଇଛି ।

ପୁଅ ମୋର ସଫ୍ଟୱାରେ ଇଞ୍ଜିନିୟର ମୋ ସ୍ତ୍ରୀ ମରିବାର ଛ ମାସ ଆଗରୁ ତାର ବିବାହ ସାରିଦେଇଥିଲି । ପୁଅ ଆଗରୁ ହାଇଦ୍ରାବାଦରେ ଚାକିରି କରୁଥିଲା ତାର କିନ୍ତୁ ତାର ସିଙ୍ଗାପୁରରେ ଚାକିରି ହେଇଯିବାରୁ ସେ ବୋହୁକୁ ନେଇ ସିଙ୍ଗାପୁର ଚାଲିଗଲା । ସାଙ୍ଗରେ ତାର ଶାଶୁବି କାରଣ ଯାଇଛନ୍ତି ମୋର ନାତି ଟିଏ ଜନ୍ମ ହେଇଛି ବର୍ଷେ ହେଲା । ଏତେ ବଡ ଘରେ ମୁଁ ପୁରା ଏକା ଯେହେତୁ ମୋର ଚାକିରି ଅଛି ଆଉ ଏପଟେ ଏଘର ଛାଡି ଯିବା ପାଇଁ ଇଛା ନଥିଲା ତେଣୁ ଗଲି ନାହିଁ । ଭଗବାନଙ୍କଦୟାରୁ ମୋର ଧନର ଅଭାବ ନଥିଲା । ସ୍ତ୍ରୀ ଚାଲିଯିବା ପରେ ଏଇ ଆଖ ପାଖରେ ଥିବା ଚାକରାଣୀ ଟିଏ ଠିକ କରିଥିଲି ସେ ଆସି କାମ ଦାମ ସାରି ରୋଷେଇ ବି କରି ଯାଉଥିଲା । ସକାଳବେଳା ସମୟ ପଳାଏ ତାପରେ ଅଫିସ ଚାଲିଯାଏ ଯେ ଆସୁ ଆସୁ ସନ୍ଧ୍ୟା । ସନ୍ଧ୍ୟା ବେଳେ ମୋ ବୟସର କିଛି ସମୟ ଖଟି ଖଟିରେ ସମୟ ପଳାଏ ।

ଦିନେ ରାତିରେ ମୁଁ ମୋବାଇଲ ଏମିତି ଧରି କିଛି ଦେଖୁଥାଏ ଆଉ ଗୋଟେ ସେକ୍ସ ଭିଡିଓର ଲିଙ୍କ ପାଇଲି, ଭିଡିଓ ଦେଖି ମୋର ଏଇ ବୟସରେ ବି ବାଣ୍ଡ ଟେଙ୍ଗେଇ ଉଠିଲା । ଆଉ ମୁଁ ଧୀରେ ଧୀରେ ଗୋଟେ ପରେ ଗୋଟେ ଭିଡିଓ ଦେଖି ଚାଲିଲି । କିଛି ସମୟ ଦେଖିବା ପରେ ମୋର ମୋ ସ୍ତ୍ରୀ କଥା ମନେ ପଡିଲା ସେ ଥିଲେ ଏମିତି ସବୁ କେତେ କଣ କଥା ମନକୁ ଆସିଲା । ଆଉ ଧୀରେ ଧୀରେ ରାତିରେ ଶୋଇଲା ବେଳେ ପର୍ଣ୍ଣ ଭିଡିଓ ସବୁ ଦେଖିବା ମୋର ଅଭ୍ୟାସ ହେଇଗଲା । ଆଉ ବୟସରେ ଅପରାହ୍ନରେ ମୋ ଭିତିର କାମନାର ନିଆଁ ଉତ୍ତେଜିତ ହୋଇ ଉଠିଲା । କାମନାର ନିଆଁ କୁ ଶାନ୍ତ କରିବା ପାଇଁ ମୋତେ ନିହାତି ନାରୀର ଛୁଆଁ ଆବଶ୍ୟକ ଥିଲା । ଏଇ ବୟସରେ ତ ମୁଁ ବିବାହ କରି ପାରିବି ନାହିଁ , କଣ କରିବି ମୁଁ ଭାବି ପାରୁ ନଥାଏ ।

ମୁଁ ଆଗରୁ ଶୁଣିଥିଲି ପଇସା ଦେଲେ ବେଶ୍ୟା ହୋଟେଲ କିମ୍ବା ଘରକୁ ଆସନ୍ତି । ଆଉ ମୁଁ ଦିନେ କଥା ଛଳରେ ମୋ ଡ୍ରାଇଭରକୁ ଏହି କଥା ପଚାରିଦେଲି। ତା ସହ ମୁଁ ବହୁତ ଭଲରେ ମିଶେ, ସେ ବି ମୋ ମନ କଥା ବୁଝି ପାରି କହିଲା ସାର ଟଙ୍କା ଦିଅ ମୁଁ ସବୁ ଯୋଗାଡ କରିଦେବି । ତାର ଏସବୁରେ ବହୁତ ଅଭିଜ୍ଞତା ଅଛି । ସେ ଶାଳା ଟି ଗାଁରେ ଅଧ ଡରଜେନ ଟୋକି ପଟେଇ ଗେହିଁ ସାରିଛି ବୋଲି ସେ କୁହେ । ସେ ମୋ ପାଇଁ ଗୋଟେ ଯାବନୀ ଟୋକି ଠିକ୍ କରିଦେବ ବୋଲି କହିଲା । ମୁଁ ବି ତା କଥାରେ ରାଜି ହେଇଗଲି ଆଉ ସେ ଝିଅ ଘଣ୍ଟାଏ ପାଇଁ ୩୦୦୦ ନେଲା ଆଉ ମୁଁ ମୋର କାମନାର ଇଚ୍ଛାକୁ ସେଦିନ ପୂରଣ କରିପାରିଲି ।

ହେଲେ ଦିନ କେଇଟା ଯାଇ ନାହିଁ ଫୁଣି ଥରେ ଏଇ ବୟସରେ ଯବାନୀର ସେଇ ମଜା ନେବା ପାଇଁ ଇଛା ହେଲା । ଏଥର କିନ୍ତୁ ମୁଁ ନିଜକୁ ବୁଝେଇ ଦେଲି ଅତି ହେଲେ ଖରାପ କାରଣ ମୋର ସମାଜରେ ଗୋଟେ ପ୍ରତିଷ୍ଠା ଅଛି ଆଉ ଯଦି କେହି କିଛି ଲିକ କରି ଦିଅନ୍ତି ଏଇ ବୟସରେ ସେତକ ବି ଚାଲିଯିବ । ଦିନେ ଏମିତି ସେକ୍ସ ବିଷୟରେ ଗୁଗୁଲରେ ସର୍ଚ କରୁ ସେକ୍ସକାହାନ୍ନୀ ଡଟ କମ ପାଇଲି ସେଥିରେ ସବୁ ଭିନ୍ନ ଭିନ୍ନ ସ୍ଵାଦର ଓଡିଆ ଯୌନ ଗପ ସବୁ ଥିଲା । ମୁଁ ସବୁ ଗୋଟେ ଗୋଟେ ପଢିଲି । ଆଉ ଏହି ସାଇଟରେ ମୋତେ ସେକ୍ସ ଭିଡିଓ ଅପେକ୍ଷା ଅଧିକ ଆନନ୍ଦ ମିଳିଲା । ଏହି ସାଇଟରେ ମୁଁ ଅନେକ ଷ୍ଟୋରି ପଢିଛି କିନ୍ତୁ ମୋତେ ମାଲିକ ଚାକରାଣୀ କାହାଣୀ ଗୁଡିକ ମୋ ମନକୁ ଛୁଇଁ ଗଲା ।

ଏହି ସାଇଟରୁ ମୁଁ ଷ୍ଟୋରି ପଢିଲା ପରେ ମୁଁ ଭାବିଲି ମୁଁ ଯଦି ମୋ ଘର ଚାକରାଣୀ କୁ ପଟେଇ ପାରନ୍ତି ତାହାଲେ ମୋ ଦୁଃଖ ଦୂର ହୋଇପାରିବ । କିନ୍ତୁ ଡର ଲାଗୁଥିଲା ଏଇ ଚାକରାଣୀ ସହରୀ ଥିଲା କାଲେ ଚଲାଖି ପଡିଯିବ ତେଣୁ ମୁଁ ଭାବିଲି ତା କଥା ନଭବିବା ଭଲ । ମୁଁ ସେଦିନ କିଛି ସମୟ ଭବିଲା ପରେ ସ୍ଥିର କଲି ଗାଁରୁ ଗୋଟେ ଚାକରାଣୀ ଆଣି ରଖିବୀ ଆଉ ତାକୁ ପଟେଇ ଖେଳ କରିବି । ମୁଁ ପର ଦିନ ବ୍ୟାଙ୍କ ଗଲି ମୋ ଯେତେ ସବୁ ସହ କର୍ମଚାରୀ ଯେଉଁମାନେକି ଗାଁରୁ ଆସନ୍ତି ସେମାନଙ୍କୁ ମୁଁ କହିଲି ଏ ଚାକରାଣୀ ଠିକ ସେ କାମ କରୁନି ସେଥିପାଇଁ ଘରେ ଚାକରାଣୀ ଟିଏ ଦରକାର ତୁମ ଗାଁ ରେ ଯଦି କିଏ ଅଛି କି ? ଆଉ ଏବି ସକାଲେ କେବଳ ଆସୁଛି ତେଣୁ କେହି ଜଣେ ଯଦି ଦିନ ସାରା ଘରେ ରୁହନ୍ତା ଭଲ ହୁଅନ୍ତା ଘର କଥାବି ବୁଝିପାରିବ ରାତି ସମୟରେ ମୋତେ ଆଉ ହୋଟେଲ ଯିବା ପାଇଁ ପଡିବ ନାହିଁ ।

ପିଅନ କହିଲା ସାର ଆମ ଗାଁରେ ଜଣେ ଅଛି ହେଲେ ୩-୪ହଜାର ଟଙ୍କା ପାଇଁ କେହି ରହିକି କାମ କରିବା ପାଇଁ ରାଜି ହେବେ ନାହିଁ । ମୁଁ ତାକୁ କହିଲି ଆରେ ଏ ଚକାରଣୀ ସିନା ଆସୁଛି ମାସକୁ ୩-୪ ହଜାରେ ନଉଅଛି ସେ ରହିଲେ ତାକୁ ୭୦୦୦-୮୦୦୦ ଦେବା ଆଉ ତା ସହିତ ତାର ରହିବା ଖାଇବା ସବୁ ମାଗଣା ଆଉ ଯଦି ଭଲ କାମ କରେ ପଇସା ବଢେଇବା । ପରଦିନ ପିଅନ ତା ଠାରୁ ବୁଝିକି ଆସିଲା ସେ ବି ରାଜି । ତାପରେ ମୁଁ ତାକୁ କହିଲି ତାକୁ ରବିବାର ଦିନ ସାଙ୍ଗରେ ଆଣିକି ଆସେ ଆମ ଘର ଦେଖେ ନେଇଯା ଯଦି ସେ କରିପାରିବ ରହିବ । ସେ ରବିବାର ଦିନ ଘର ଦେଖିବା ପାଇଁ ଆସିଲା ଏବଂ ରାଜି ହେଇଗଲା । ମୁଁ ତାକୁ କହିଲି ତୁମେ ତାହାଲେ କାଲି ତୁମ ଜିନିଷ ପତ୍ର ନେଇ ଆସିବ ଆଉ କଲିଠୁ କାମ କର । ମୁଁ ବି ସେ ସହରୀ ଚାକରାଣୀକୁ କହିଦେଲି ତୁ ଆସିବା ଦରକାର ନାହିଁ । ସେ ରାଜି ହୋଇଗଲା। ଚାକରାଣୀ ସୋମ ବାର ଦିନ ତାର ଜିନିଷ ପତ୍ର ଧରି ଚାଲିଆସିଲା ।

ମୁଁ ଏତେ କଥା କହିଲିଣି ହେଲେ କାହାଣୀର ନାୟିକାର ପରିଚୟ ଦେଇ ନାହିଁ । ନାଁ ଟି ତାର ସୁମତି । ପ୍ରଥମ ଦେଖାରୁ ସେ ମୋର ହୃଦୟରେ ରହିଯାଇଥିଲା । ତାକୁ ରବିବାର ଦିନ ଦେଖିବା ପରେ ମନେ ମନେ ସ୍ଥିର କରି ସାରିଥିଲି ୟାକୁ ଚାକରାଣୀ କରିବି । ଆଉ ସେଯେତେବେଳେ ତା ବିଷୟରେ କହିଲା ମୁଁ ସ୍ଥିର କରି ନେଲି ଯେ ୟାଠାରୁ ଆଉ ଉପଯୁକ୍ତ ମହିଳା ଟିଏ ମିଳିବେ ନାହିଁ । ଦେଖିବା ପାଇଁ ସାବେନା ରଙ୍ଗ ଥିଲା କିନ୍ତୁ ମୋ ଘରେ ରହିବା ପରେ ଗୋରା ହେଇଗଲାଣି । ତାର ମୁହଁଟି ଅତି ସୁନ୍ଦର । ଆଉ ତା ଛାତିରେ ଥରେ ନଜର ପଡିଲେ ଆଉ ସେଠୁ ନଜର ଫେରେଇବା ପାଇଁ ଇଚ୍ଛା ହେବ ନାହିଁ । ତା ଫିଗର ସାଇଜ ୩୬-୩୦-୩୨ । ଯାହାକି କୌଣସି ପୁରୁଷକୁ ମୋହିତ କରିପାରିବ । ବୟସ ତାକୁ ୩୭ ।

ତାକୁ ଏଥିପାଇଁ ମୁଁ ରଖିଲି ପ୍ରଥମ ସେ ଦେଖିବାକୁ ସୁନ୍ଦର ଥିଲା ଆଉ ତାର ପରିବାର ନଥିଲା । ସେ ବିବାହ କରିଥିଲା କିନ୍ତୁ ହତ ଭଗିନିଟା ବିବାହର ୪ ବର୍ଷ ପରେ କିଡିନ ରୋଗରେ ସ୍ଵାମୀ ଚାଲିଗଲା । ସ୍ଵାମୀର ମୃତ୍ୟୁ ସମୟରେ ଗର୍ଭବତୀ ଥିଲା କିନ୍ତୁ ପିଲା ଜନ୍ମ ହେବା ବେଳକୁ ସେ ପିଲା ମରିଯାଇଥିଲା । ତା ଜୀବନରେ ବହୁତ ଦୁଃଖମୟ ଥିଲା । ଏତେ ସବୁ ପରେବି ଧୈର୍ଯ୍ୟ ଧରି ସେ ରହିଥିଲା । ବାପ ଘରବି ଏତେ ଧନ ନଥିଲାକି ସେମାନେ ତାକୁ ଆଉ ଥରେ ବିବାହ କରିପାରିବେ । ଯାହାକି ପଇସା ଥିଲା ସ୍ଵାମୀର ଦେହରେ ସେତେବେଳେ ଖର୍ଚ ହେଇଗଲା । Goa Re Chakarani Saha Masti

ତେଣୁ ସେ ଆଉ ବିବାହ କରିପାରିଲା ନାହିଁ, ସେ ଗାଁ ରେ ରହି ଗାଁ ପାଖ ଇଟା ଭାଟିରେ କାମ କରି ତାର ଗୁଜୁରାଣ ମେଣ୍ଟି ଯାଉଥିଲା । ସେଠି ତାକୁ ମାସକୁ ଅତି ବେଶୀରେ ୫୦୦୦ ଟଙ୍କା ମିଳୁଥିଲା । ଜଣେ ଲୋକ ତେଣୁ ସେ ତାର ଖର୍ଚକୁ ହେଇଯାଉଥିଲା । କିନ୍ତୁ ସେ ଯେତେବେଳେ ଶୁଣିଲା ମୋ ଘରେ କାମ କଲେ ୮୦୦୦ ଟଙ୍କା ସହ ରହିବା ଖାଇବା ସବୁ ମିଳିବ ତେଣୁ ସେ ରାଜି ହେଇଗଲା । ତାପରେ ଇଟା ଭାଟିରେ କଷ୍ଟ କାମ । ସେ ମୋ ଘରକୁ ଆସିଲା, ମୁଁ ତାକୁ କେବେବି ଅନୁଭବ କରିବା ଦେଲି ନାହିଁ ସେ ଏଘର ଚାକରାଣୀ ବୋଲି । ଏମିତି ତାକୁ ରହିବା ପାଇଁ ଏସି ଘରବି ଦେଲି । ସେ ଏହା ଦେଖି ବହୁତ ଖୁସି ହୋଇଗଲା । ମୁଁ ବ୍ୟାଙ୍କ ରୁ ଫେରିବା ପରେ ତା ସହ ବସି କଥା ହୁଏ ତା ଗାଁ କଥା ପଚାରେ ଭଲ ମନ୍ଦ ସବୁ କଥା ପଚାରେ ।

ସେ ବି ମୋ ସହ ଧିରେ ଧିରେ ଖୋଲା ଖୋଲି ମିଶିବା ପାଇଁ ଲାଗିଲା, ତା ଜୀବନ ଶୈଳୀରେ ପୁରା ପରିବର୍ତ୍ତନ ଆସିଯାଇଥିଲା । ଦୁଇମାସ ପରେ ସେ ତାର ଘରକୁ ଯାଇଥିଲା ୪ଦିନ ପାଇଁ ହେଲେ ଏଠି ତାକୁ ରହିବା ଏତେ ଭଲ ଲାଗିଲା ଯେ ସେ ଗାଁ ରେ ଦୁଇଦିନ ରହି ଚାଲି ଆସିଲା । ସେ ଗାଁ ରୁ ଆସିବା ପରେ ସେଦିନ ମୁଁ ତାକୁ ପଚାରିଲି ଗାଁ ରେ କେମିତି କଟିଲା ଏତେ ଦିନ ପରେ ଯାଇଥିଲୁ । ଘରଲୋକ ମୋତେ ଦେଖି ଖୁସି ହେଲେ କିନ୍ତୁ  ସାହି ପଡିଶା ମୋତେ ଦେଖି ଆଶ୍ଚର୍ଯ୍ୟ ହେଇଗଲେ  । କେହି ମୋତେ ଈର୍ଷା କରିବାକୁ ଲାଗିଲେ ଏବଂ ମୋ ବିଷୟରେ ଖରାପ କଥା ବି କହିଲେ ।
ଆଗକୁ ପଡିବା ପାଇଁ NEXT ବଟନ ଉପରେ କ୍ଲିକ କରନ୍ତୁ..

22983cookie-checkGoa Re Chakarani Saha Masti ଗୋଆରେ ଚାକରାଣୀ ସହ ମସ୍ତି
4 Comments

Add a Comment

Your email address will not be published. Required fields are marked *

error: Content is protected !!