Lock Dwon Bele Basanti Nani Ra Basanta Gatha – SexKahanni.COM

ଲକ୍ ଡାଉନ୍ ବେଳେ ବାସନ୍ତୀ ନାନୀର ବସନ୍ତ ଗାଥା

ଲକ୍ ଡାଉନ୍ ବେଳେ ବାସନ୍ତୀ ନାନୀର ବସନ୍ତ ଗାଥା

Lock Dwon Bele Basanti Nani Ra Basanta Gatha

Lock Dwon Bele Basanti Nani Ra Basanta Gatha  ମୋ ପ୍ରଥମ କାହାଣୀର ସମସ୍ତ ପାଠକ ପାଠିକାଙ୍କୁ ସ୍ବାଗତ । ଆଉ ଲକ୍ ଡାଉନ୍ କୁ ଏନଜଏ କରୁଛନ୍ତି ନା ବୋର୍ ହେଉଛନ୍ତି ? ବୋର୍ ହେଉଛନ୍ତି ତ ଏଇ ଗପଟିକୁ ପଢି ଟାଇମ୍ ପାସ୍ କରନ୍ତୁ ନା ! ମୁଁ ବି ତ ଏମିତି ଘରେ ବସି ବସି ବୋର୍ ହେଉଥିଲି; ହେଲେ ସାଙ୍ଗ ସାଥୀ ଆଉ ଏମିତି ମୋବାଇଲ୍ ଟେ ପାଇଗଲେ କି ବୋରିଂ ବା ? ଗପ ପଢନ୍ତୁ, ଘରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ ।

ମୁଁ ତ ଆଗରୁ କେବେ ଏମିତି ସେକ୍ସ୍ ଷ୍ଟୋରି ପଢି ନ ଥିଲି, କି ଜାଣି ବି ନ ଥିଲି, ଏମିତି ଷ୍ଟୋରି ବି ଥାଏ ବୋଲି । ତେଣୁ ଲକ୍ ଡାଉନ୍ ପାଇଁ ଘରକୁ ଆସି ଏମିତି ବୋର୍ ହେଉ ହେଉ କାହା ବିଗତ ଦିନର ଅଭୁଲା ସ୍ମୃତିକୁ କାନରେ ଶୁଣି ବହୁତ ଏନଜଏ କରୁଛି ଏବେ, ଆଉ ବାସନ୍ତୀ ନାନୀଠୁ ଏମିତି ଅନଲାଇନ ଷ୍ଟୋରି ବି ପଢି ନିଜ ଜିଜ୍ଞାସୀ ମନକୁ ତୃପ୍ତ କରୁଛି ।

ମୁଁ XYZ, ଯିଏ ବି ହୁଏଁ, ମୋ ବିଷୟରେ ତ କିଛି  କହିବି ନାହିଁ, କି ଆପଣମାନେ ବି ଜାଣିବାକୁ ଚେଷ୍ଟା କରିବେନି; ଧରିନିଅନ୍ତୁ ମୋ ନା ଅନାମିକା, ମାନେ ଯାହାର ନାଆଁ ହିଁ ନାହିଁ କିନ୍ତୁ ମୁଁ ଯେମିତି କାହାଣୀ ଶୁଣି ଏଇ ଲକ୍ ଡାଉନ୍ କୁ ଏନଜଏ କରୁଛି ସେଇଟାକୁ ନିଶ୍ଚିତ ଭାବରେ ଆପଣମାନଙ୍କୁ ଭେଟିଦେଇ ଆପଣମାନଙ୍କ ଟାଇମ୍ ପାସ୍ କରିବାକୁ ଚେଷ୍ଟା କରିବି । ଆଶା ଆପଣମାନେ ବି ପଢିକି ଏନଜଏ କରି ଟାଇମ୍ ପାସ୍ କରିବେ ।

ଆମ ଗାଆଁ ବଲାଙ୍ଗୀର ଜିଲ୍ଲାର ଶେଷ ସୀମାରେ । ବଡ଼ ଗାଆଁ ନୁହେଁ ମ ତଥାପି ଗଛ, ଲତା, ନଇଁ, ନାଳ ଘେରା ସୁନ୍ଦର ଗାଆଁ ଟିଏ । ନଈର ସ୍ୱଚ୍ଛ ଜଳ, ବିଲ ବଣର ସୁନ୍ଦର ଦୃଶ୍ୟ ସାଙ୍ଗକୁ ପଶୁପକ୍ଷୀଙ୍କ କଳରବ ମନକୁ କିଣିନିଏ । ଆଉ ବସନ୍ତ ଋତୁରେ…. ମୃଦୁ ମଳୟ ସହ କୋଇଲିର କୁହୁତାନ ସତେ ଯେମିତି ଏକ ଅପୂର୍ବ ଦୁନିଆଁର ପ୍ରାକୃତିକ ବିଭବକୁ ଉପଭୋଗ କଲାପରି ଲାଗେ ।

ଆଗରୁ ତ ବିଜୁଳି ଖୁଣ୍ଟ ବି ନ ଥିଲା ହେଲେ ଆଜି ମୋବାଇଲ୍ ଟାୱାର ବି ହେଲାଣି । ଆଉ ଆମେ ସବୁ ଆଖପାଖ ସହରକୁ ଯାଇ ପାଠଶାଠ ପଢି ଶିକ୍ଷିତ ହେଲୁଣି । ଆମ ଗାଆଁର ଅନେକ ଝିଅପୁଅ ବାହାରେ ରହି ଚାକିରୀ ବାକିରୀ କାମଧନ୍ଦା କରି ରୋଜଗାରକ୍ଷମ ହେଲେଣି । ଆଉ ବାକି ଯାହା ରହିଲେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଆନ୍ତି ।

ମୁଁ ବି ପଦମପୁରରେ ମୋ ମାମୁଁ ଘରେ ରହି ପାଠ ପଢୁଥିଲି । ଇଚ୍ଛା ଥିଲା ପାଠପଢା ପରେ ଅନ୍ୟ ସହରକୁ ଯାଇ କିଛି preparation କରିଥାଆନ୍ତି ହେଲେ ଏଇ ଲକ୍ ଡାଉନ୍ ଟା ତ ସବୁ ବିଗାଡି ଦେଲା ନା, ମୁଁ ଆଉ ବାହାରକୁ ଯିବି କଣ ଯିଏ ଯେତେ ବାହାରେ ଥିଲେ ସମସ୍ତେ ତ ଗାଆଁକୁ । ଆଉ ଗାଆଁ ପରିବେଶ ତ ଜାଣୁଥିବେ, ନା ଅଛି କରୋନା ଭୟ ନା ଲକ୍ ଡାଉନ୍ ପାଇଁ ବେଶୀ କିଛି କଟକଣା ।

ପରିବାର ଲୋକଙ୍କ ସାମାନ୍ୟ କଟକଣାକୁ ଛାଡିଦେଲେ ସବୁ ପୁରା ଉଡା ଚଢେଇ । ଦି ପହରେ ସାଙ୍ଗ ସାଥିଙ୍କ ଆସର । ସେମାନଙ୍କ ଭିତରୁ କେତେଜଣ ମୋ ପରି ବାହାରେ ରହି ଏଇ ଲକ୍ ଡାଉନ୍ ପାଇଁ ଗାଆଁକୁ ଆସିଛନ୍ତି । ଆଉ ଆଜିକାଲିକା ସାଙ୍ଗସାଥୀଙ୍କ କଥା ତ ଜାଣୁଥିବେ ବାକିକଥା କମ୍, ବେଶୀକଥା କିଏ କାହା ସହ ଫସିଲା, କିଏ କାହା ସହ କୋଉଠି ଭେଟ ହେଇ କଣ କଲା, କୋଉ ଟୋକା କେମିତିକା ଇତ୍ୟାଦି ।

କିନ୍ତୁ ସେସବୁ ଭିତରେ ମୁଁ ଗୋଟିଏ କମନ୍ କଥା ଦେଖିଲି ପ୍ରାୟ ଅଧିକାଂଶ ଝିଅଙ୍କ ମୁହଁରେ ଗାଁ’ର ଗୋଟିଏ ପିଲାର ନା ! ସତେ ଯେମିତି ଆମ ଗାଆଁ ଟା ସେଇ ଦ୍ବାପର ଯୁଗର ଗୋପପୁର ଆଉ ସେ ହିଁ ହେଉଛି ରସିକ କୃଷ୍ଣ । ଶଳା ବୁଲି ବୁଲି ଗାଆଁଟା ଯାକ ଝିଅବୋହୂଙ୍କ ଇଜ୍ଜତ ସହ ଖେଳୁଛି, ବେଧୁଆ କୋଉଠିକାର, ତଥାପି ଯେ ଏମାନେ ତା ପାଇଁ ଏତେ ପାଗଳିନୀ ! ଶୁଣି ମତେ ଆଶ୍ଚର୍ଯ୍ୟ ଲାଗୁଥାଏ ।

ପ୍ରଥମେ ପ୍ରଥମେ ମତେ ତ, ତା ଉପରେ ଏମିତି ବହୁତ ରାଗ ଆସିଥିଲା ହେଲେ ଦିନକୁ ଦିନ ଏଇ ଗାଆଁ ଟୋକିଙ୍କ ମୁହଁରୁ ତା ପ୍ରଶଂସା ଶୁଣି ଶୁଣି ମୁଁ ବି ଆବାକ୍ ହେଇଗଲି । ଦୋଷଟା ଯେ ତା’ର ନା ଏମାନଙ୍କର, ସବୁ ଦୋଷ ବୟସର ।

ଯେଉଁଥିରେ ଗାଆଁର ସବୁ ମରଦ ବାହାରକୁ ଯାଇ କାମଧନ୍ଦାରେ ବ୍ୟସ୍ତ ରହିଲାବେଳେ, ଏମାନେ ତାକୁ ଏକା ଗାଆଁରେ କୃଷ୍ଣ କରି ନିଜେ ଗୋପିମାନଙ୍କ ପରି ତା ଠୁ ଯୌବନର ଭୋକ ମେଣ୍ଟାଉଛନ୍ତି । ବାଃ ରେ ତାର କୃଷ୍ଣକଳା !

ହଉ, ଚାଲନ୍ତୁ ଶୁଣିବା କିଏ, କୋଉଠି, କେମିତି ତା’ଠୁ ଯୌବନରେ ଆନନ୍ଦର ଲାଭ ଉଠେଇ ଆଜିଯାଏ ଝୁରି ହେଉଛନ୍ତି । ଆଜି ଆରମ୍ଭ କରିବା ‘ବାସନ୍ତୀ ନାନୀର ବସନ୍ତ ଗାଥା’ । ଟାଇଟଲ ଟା ସେଇଆ ରଖିବାର ମାନେ ହେଲା, ବର୍ତ୍ତମାନ ଆମ ଏରିଆରେ ଲକ୍ ଡାଉନ୍ ର ଆରମ୍ଭ ବି ହେଲା ବସନ୍ତ ଋତୁରେ, ଯେଉଁ ଅବସରରେ ସେ ତା କାହାଣୀ ବଖାଣୁଛି ଆଉ କାହାଣୀର ନାୟିକା ବାସନ୍ତୀ ନାନୀଙ୍କ ସହ ସେଇ ଘଟଣା ବି ଆରମ୍ଭ ହୋଇ ଥିଲା ସେଇ ବସନ୍ତ ଋତୁରେ, ସେଇଥିପାଇଁ ।

ସେଦିନ ଦି’ପହରେ ଖାଇପିଇ ସାରି ରେଷ୍ଟ୍ କରୁ କରୁ ମୋବାଇଲ୍ ରେ କମେଡି ଦେଖୁଥିଲି । ଆମ ପଡୋଶୀ ଘରର ବାସନ୍ତୀ ନାନୀ ଆସିଲା । ତିନିଚାରି ବର୍ଷ ହେଇଗଲାଣି ବଲାଙ୍ଗୀର ରେ ରହି ପଢାପଢି ସାରି ଏବେ କୋଉ ପ୍ରାଇଭେଟ୍ ସ୍କୁଲରେ ଟିଚରସିପ୍ କରିବା ସହ ସରକାରୀ ଚାକିରୀ ପାଇଁ preparation କରୁଛି । ଗଲା ଦିନରୁ କେବେ ଆସି ନ ଥିଲା, ଆଉ ଏବେ ଲକ୍ ଡାଉନ୍ ହେବାରୁ କିଛି ଦିନ ହେବ ଆସିଛି ।

ସୁଯୋଗକୁ ମୁଁ ବି ଏଥର ଏମିତି କିଛି preparation କରିବା ପାଇଁ ବାହାରକୁ ଯିବାକୁ ଚାହୁଁଥିଲି ତେଣୁ ସେ ଆସିବା ଦିନଠୁ ତା ସହ ଟିକେ ବେଶୀ ଘନିଷ୍ଠତା ବଢି ଯାଇଛି । ବୟସରେ ମୋ’ଠୁ ତିନିଚାରି ବର୍ଷ ବଡ଼ ହେବ । ମାଆଁ କହୁଥିଲା ଗାଆଁରେ ଥିଲାବେଳେ ସେ ବହୁତ ପତଳା ଥିଲା । ହେଲେ ଏତେଦିନ ସେଠାରେ ରହି ଆସିଲା ପରେ ଯେମିତି ପୁରା ବଦଳି ଯାଇଛି ।

ଉଚ୍ଚତା ସାଢେ ପାଞ୍ଚ ଫୁଟ୍ ଉପରେ । ଛୋଟ ହେଲେ ବି ସୁନ୍ଦର ଗୋରା ତକ ତକ ମୁହଁ । ମଧ୍ୟମ ଶରୀର ହେଲେ ବି ତା ଛାତି ଆଉ ପିଛା ଯେମିତି ଅସମ୍ଭାଳ । ତେଣୁ ଘରୁ ବାହାରିଲେ ସବୁବେଳେ ଓଢଣିଟିଏ ନ ହେଲେ ଗାମୁଛାଟିଏ ଛାତିରେ ପକେଇଥାଏ । ଆଉ ସେଦିନ ତ ନଈ ତୁଠରେ ତା ସହ ଗାଧେଇଲାବେଳେ ତା ଛାତିକୁ ଦେଖି ମୁଁ ବି ଆବାକ୍ ହେଇ ରହିଗଲି ।

ବାବାଲୋ…. ପୁରା ଦଶ ଦଶ ଟଙ୍କିଆ ବେଲୁନ୍ ବି ହାରିଯିବ ! ଛାତିରେ ଭିଡିଥିବା ଶାୟାଟିକୁ ବି ଦୋହଲେଇ ପକାଉଥାଏ, ଉପରକୁ ଉପରକୁ ଟେକି ଟେକି ହେଇ । କେହି କେହି ତ ଫୁସୁରୁ ଫାସୁରୁ ହୁଅନ୍ତି, ଏମିତି ଗ୍ରୋଥ୍ କରିବାକୁ କିଛି ହରମୋନ use କରିଥିବ, ନ ହେଲେ ଯେମିତି ତା ଶରୀର ଥିଲା, ଲାଗୁଥିଲା ହୁରୁହୁରୁ ଧୁକା ପବନ ବି ଉଡେଇନେବ; ଏତେ ବଡ଼ ବଡ଼ କେମିତି ହେବ ଯେ ?

ସେ ଆସି ମୁଁ ଶୋଇଥିବା ଦଉଡିଆ ଖଟରେ ବସି ଥଟ୍ଟାରେ କହିଲା, “ହେଁ ହେଁ ଏକେଲା ଏକେଲା ମୋବାଇଲ୍ ରେ କଣ ଦେଖୁଛୁ ?” ମୁଁ କହିଲି, “ନାଇଁ, କିଛି ନାଇଁ ଏମିତି କମେଡି ଦେଖୁଥିଲି ।“ ସେ ଆହୁରି ଥଟ୍ଟା କରିବାକୁ କହିଲା, “ହଁ, ଏକେଲା ଏକେଲା କମେଡି ଦେଖୁଛୁ ନା ସେଇଟା ଦେଖୁଛୁ ମୁଁ କଣ ଜାଣିନି ?” ତା କଥା ଶୁଣି ମୁଁ ଆଶ୍ଚର୍ଯ୍ୟ ହେଲା ପରି ପଚାରିଲି, “ସେଇଟା ମାନେ….?”

ସେ- କଣ ନ ଜାଣିଲା ପରି ଏତେ ବାହାନା ମାରୁଛୁ ବା….? ଏତେ ବଡ଼ ମୋବାଇଲ୍ ଧରି ଏକେଲା ଏକେଲା ଅଛୁ ମାନେ ଦେଖୁଥିବୁ ନା….. Lock Dwon Bele Basanti Nani Ra Basanta Gatha

ଆଗକୁ ପଢିବା NEXT ବଟନ ଉପରେ କ୍ଲିକ କରନ୍ତୁ

Add a Comment

Your email address will not be published. Required fields are marked *

error: Content is protected !!