Mayabini Mousumi Bia Phatila ମୌସୁମୀ ବିଆ ଫାଟିଲା – SexKahanni.COM

Mayabini Mousumi Bia Phatila ମୌସୁମୀ ବିଆ ଫାଟିଲା

Mayabini Mousumi Bia Phatila  ମାୟାବିନୀ ମୌସୁମୀ ବିଆ ଫାଟିଲା

Mayabini Mousumi Bia Phatila  ମୋ ନାଁ ରଞ୍ଜିତ । ମୋ ବୟସ ୨୮ବର୍ଷ । ମୁଁ ଗୋଟେ ଛୋଟ ଦୋକାନ ଅଛି ଆଉ ଏଇ ଦୋକାନ ମୋତେ ମୋ ମାମୁଁ ଖୋଲି କରି ଦେଇଛନ୍ତି । କାରଣ ଆମ ଘରର ଆର୍ଥିକ ସ୍ଥିତି ଠିକ ନଥିଲା ତେଣୁ ମୋ ମାମୁଁ ଆର୍ଥିକ ରୂପରେ ମୋତେ ସାହାର୍ଯ୍ୟ କରନ୍ତି । ମୋ ବାପାଙ୍କର ମୃତ୍ୟୁ ଅନେକ ଦିନ ହେଲା ହେଇ ସାରିଛି । ଏହା ପରେ ମୋ ମାମୁଁ ଆମ ଘରକୁ ସମ୍ଭାଳିଛନ୍ତି ।

ସେ ଆମକୁ ସବୁ ପ୍ରକାରର ସହାୟତା ଦେଇଛନ୍ତି । ସେଥିପାଇଁ ମୁଁ ତାଙ୍କର ବହୁତ ଇଜ୍ଜତ କରେ । ମୋ ଦୋକାନ ଠିକ ଠାକ ଚାଲିଯାଏ ଯେଉଁଥିରେ ମୁଁ ମୋ ଘର ଖର୍ଚ ଉଠେଇ ଦିଏ । ମୋ ମା ମୋତେ ସବୁବେଳେ କୁହେ ଆମେ ତୋତେ ବହୁତ କମ ବୟସରେ ଘର କଥା ବୁଝିବା ପାଇଁ କର୍ତ୍ତବ୍ୟର ପାହାଡ ଲଦି ଦେଲୁ । ମୋ ସବୁବେଳେ କୁହେ ମୁଁ ଏସବୁ କରିବି ନାହିଁତ ଆଉ କିଏ କରିବ ।

ମୋ ଭଉଣୀର ବିବାହ ଏବେ ସାରିଥିଲା ସେଥିରେବି ମୋ ମାମୁଁ ଆମକୁ ବହୁତ ସାହାର୍ଯ୍ୟ କରିଥିଲେ । ସେ ପ୍ରାୟ ଅଧା ଖର୍ଚ ଉଠେଇ ଦେଇଥିଲେ । ଦିନେ ମୁଁ ଏମିତି ଦୋକାନ ରେ ବସିଥିଲି ଗୋଟେ ପୁରୁଣା ସାଙ୍ଗ ନମ୍ବର ପାଇଲି ।  ମୁଁ ଯେତେବେଳେ ନମ୍ବର ଲଗେଇଲି ତାର ନମ୍ବର ଲାଗିଲା ନାହିଁ । ମୁଁ ଭାବିଲି ସେ ବୋଧେ କାମରେ ବ୍ୟସ୍ତ ଥିବ ତେଣୁ ମୋବାଇଲ ସୁଇଜ ଅଫ ରଖିଥିବ ।

ତା ସହିତ ମୁଁ ଅନେକ ଦିନ ହେଲା କଥା ହେଇ ନଥିଲି । ମୁଁ ଆଉ କିଛି ଦିନ ପରେ ସେଇ ନମ୍ବରରେ କଲ କରିବାରେ ଗୋଟେ ଝିଅ ଉଠେଇଲା । ମୁଁ ତାକୁ ପଚାରିଲି ଗୋବିନ୍ଦ ଅଛି ? ସେ ରାଗିକରି କହିଲା ଏଠି କେହି ସେମିତି ଗୋବିନ୍ଦ ନାଁରେ ବ୍ୟକ୍ତି ରୁହନ୍ତି ନାହିଁ । ମୁଁ ତାକୁ କହିଲି ଏ ନମ୍ବର ତ ଗୋବିନ୍ଦର ଥିଲା । ସେ କହିଲା ଏ ନମ୍ବର ସେ କିଛି ଦିନ ପୂର୍ବରୁ ଆଣିଛି, ଯେବେଠୁ ମୁଁ ଏ ନମ୍ବର ଆଣିଛି ମୋତେ ଏଇ ନାଁରେ ଅନେକ ଫୋନ କଲ ଆସିଲାଣି ।

ଏ ସବୁ ଲୋକ ମୋତେ ବହୁତ ହଇରାଣ କରୁଛନ୍ତି । ସମସ୍ତଙ୍କର ସେଇ ଗୋଟିଏ କଥା ଟିକେ ଗୋବିନ୍ଦକୁ ଫୋନ ଦବ ? ତା ସହ ଟିକେ କଥା କରେଇ ଦେବ ! ମୁଁ ତାକୁ ବୁଝେଇଲି କି ମୁଁ ଗୋବିନ୍ଦର ସାଙ୍ଗ । ବହୁତ ଦିନ ହେଲା ତା ସହ କଥା ହେଇନଥିଲି ସେଥିପାଇଁ ମୁଁ ଭାବିଲି ଆଜି ଫୋନ କରିବି ମୁଁ ଜାଣିନଥିଲି ସେ ନମ୍ବର ଚେଞ୍ଜ କରି ଦେଇଛି । ଯଦି ମୁଁ ଆପଣ ମୋ ପାଇଁ ହାଇରାଣ ହେଇଛନ୍ତି ସେଥିପାଇଁ ସରି… ପ୍ଳିଜ ରାଗନ୍ତୁ ନାହିଁ ।

ସେ ଟିକେ ଶାନ୍ତ ହେଇ ମୋତେ କହିଲା ନାଇଁ ଏଥିରେ ତୁମର କିଛି ଭୁଲ ନାହିଁ । ମୁଁ ବି ତାକୁ କହିଲି ଯିଏ ବି ତୁମ ଜାଗାରେ ଥିବ ଏମତି ବିରକ୍ତ ହେବ । ମୁଁ ତାକୁ ତା ନାଁ ପଚାରିବାରୁ ସେ ତା ନାଁ ମୌସୁମୀ ବୋଲି କହିଲା । ସେ କହିଲା କି ସେ ଭଦ୍ରକରୁ କହୁଛି । ସେ ମୋତେ ପଚାରିଲା ତୁମ ନାଁ କଣ ? ମୁଁ ତାକୁ ମୋ ନାଁ କହିଲି । ସେ ମୋତେ ଯେତେବେଳ ପଚାରିଲା କଣ କରନ୍ତି ? ମୁଁ ତାକୁ କହିଲି ମୋର ଗୋଟେ ଦୋକାନ ଅଛି ଆଉ ମୁଁ ଭୁବନେଶ୍ଵର ପାଖରେ ପଟିଆ ରେ ରୁହେ ।

ମୋର ଜମା ଆଶା ନଥିଲା କି ସେ ଝିଅ ସହ ଏତେ ସବୁ କଥା ହେବି ବୋଲି । ମୁଁ ତାକୁ ଆଉ କିଛି ପଚାରିବାରୁ ସେ କହିଲା ବାପା ଘରକୁ ଆସିଲେନି ମୁଁ ଫୋନ ରଖୁଛି ମୁଁ ତୁମକୁ ପରେ କେବେ କଲ କରିବି । ଆଗାମୀ ଦିନ ଯେତେବେଳ ସେ ମୋତେ କଲ କଲା ମୋର ତା ସହ ବେଶୀ କଥା ହେଇ ପାରିଲା ନାହିଁ ।

ମୁଁ ତାକୁ ଆଉ କିଛି ଦିନ ପରେ ଫୋନ କଲି ସେ କହିଲା କି ତା ବାପା ରେ ପୋଲିସରେ ଅଛନ୍ତି, ମୁଁ ତାଙ୍କୁ ବହୁତ ଡରେ । ସେଥିପାଇଁ ମୁଁ ଫୋନରେ କାହା ସହ କଥା ହୁଏ ନାହିଁ । ଜଣା ନାହି ମୋତେ ମୌସୁମୀ ସହ କଥା ହେବା ଏତେ ଭଲ ଲାଗିଲା କଣ ପାଇଁ  । ମୁଁ ତା ସହ କଥା ନହେଇ ଗୋଟେ ମୁହୂର୍ତ ବି ରହି ପାରିଲି ନାହିଁ । ସବୁ ବେଳେ ମନ କହୁଥାଏ ତା ସହ କଥା ହେବା ପାଇଁ ।

ମୁଁ ସବୁବେଳେ ମୌସୁମୀ ନମ୍ବର ଡାଏଲ କରି ଦେଉଥିଲି । କିନ୍ତୁ ସେ ଅନେକ ଥର ଫୋନ ଉଠାଏ ନାହିଁ । ମୁଁ ବୁଝିଯାଏ ତା ବାପା ବୋଧେ ଘରେ ଅଛନ୍ତି । ସେଥିପାଇଁ ସେ ବୋଧେ ଫୋନ ଉଠାଏ ନାହିଁ । ଦୁଇ ଚାରି ଦିନ ଛାଡି ସେ ମୋତେ ଫୋନ କରେ । ସେ ଯେବେ ମୋତେ ଫୋନ କରେ ମୁଁ ତାର ହାଲ ଚାଲ ପଚାରି ଦିଏ ତାଠୁ ଅଧିକ ମୁଁ କିଛି କଥା ଆଗକୁ ଯାଏ ନାହିଁ ।

ମୁଁ ମୌସୁମୀ ବିଷୟରେ ପୁରା ଜାଣିପାରେ ନାହିଁ । କାରଣ ତା ସହ ମୋର ବେଶୀ ସମୟ କଥା ହେଇ ପାରେ ନାହିଁ । ମୁଁ ତାକୁ ଭଲଭାବେ ଜାଣିବା ପାଇଁ ଚାହୁଁଥିଲି । ଗୋଟେ ଦିନ ମୁଁ ମାୟାକୁ ପଚାରିଲି କଣ ତୁମ ପାଖରେ ସମୟ ଅଛି ? ସେ କହିଲା ହଁ, ଆଜି ମୁଁ ତୁମ ସହ କଥା ହେଇ ପାରିବି । କାରଣ ଆଜି ମୋ ବାପାଙ୍କର ନାଇଟ ଡ୍ୟୁଟି ପଡିଛି । ସେଥିପାଇଁ ସେ ରାତିକୁ ଘରେ ରହିବେ ନାହିଁ ଆଜି ରାତିରେ ତୁମ ସହ କଥା ହେବି ।

ମୁଁ ତାକୁ କହିଲି ଠିକ ଅଛି ଆଜି ରାତିରେ ମୁଁ ତୁମକୁ ଫୋନ କରିବି । ମୁଁ ବି ସେ ପର୍ଯ୍ୟନ୍ତ ମୋ କାମ କରି ନିଏ । ଆଜି ରାତିରେ ତୁମ ସହ ମନଖୋଲି କଥା ହେବାର ସୁଯୋଗ ମିଳିଛି । ସେଦିନ ରାତିରେ ମୌସୁମୀର ଫୋନ ଆସିଲା । ଆମେ ଦୁଇଜଣ ଅନେକ ରାତି ପର୍ଯ୍ୟନ୍ତ କଥା ହେଲୁ । ମୁଁ ତାକୁ ପଚାରିଲି ତୁମେ କଣ କରୁଛ ? ସେ କହିଲେ ଏବେ ସେ କଲେଜରେ ପଢୁଛି ।

ସେ କହିଲା କି ସେ ତା ବାପାଙ୍କୁ ଦେଖି ବହୁତ ଡରେ । ମୁଁ ତାକୁ ପଚାରିଲି ତୁମେ ତୁମ ବାପାଙ୍କୁ ଏତେ ଡର କଣ ପାଇଁ? ସେ କହିଲା କି ତା ବଡ ଭଉଣୀ ପ୍ରେମ ବିବାହ କରିଛି । ବାପା ଲଭ ମ୍ୟାରେଜ ପୁରା ବିରୋଧ କରନ୍ତି । ତାପରେ ବି ମୋ ଭଉଣୀ ଆମ ଘର ପାଖର ଜଣେ ପିଲାକୁ ବିବାହ କରିଲା । ଯେଉଁଥିପାଇଁ ମୋ ବାପା ବହୁତ ରାଗି ଯାଇଥିଲେ ।

ସେଇ ଘଟଣା ପରେ ବାପା ମୋଠୁ ବି ମୋ ଫୋନ ନେଇ ଯାଇଥିଲେ । କିଛି ଦିନ ପୂର୍ବରୁ ସେ ମୋତେ ମୋ ଫୋନ ଫେରେଇଛନ୍ତି । ମୁଁ ତାକୁ ପଚାରିଲି ଯଦି ତୁମ ଭଉଣୀ ଲଭ ମ୍ୟାରେଜ କରିଛି ସେଥିରେ ଅସୁବିଧା କଣ ? ସେ କହିଲା କି ତା ବାପା ଏବେ ବି ପୁରୁଣା ଯୁଗର ଚିନ୍ତା ଧାରାରେ ବିଶ୍ୱାସ କରନ୍ତି । ସେ ବହୁତ ରାଗି ଲୋକ । ତାଙ୍କୁ ସେ ପିଲା ଜମା ପସନ୍ଦ ନଥିଲା । Mayabini Mousumi Bia Phatila

ସେଥିପାଇଁ ମୋ ବାପା ମୋ ଭଉଣୀ ଠାରୁ ସବୁ ସମ୍ପର୍କ କାଟି ଦେଇଛନ୍ତି । ବାପା କୁହନ୍ତି ଯଦି ତୁମେ ତା ସହ କଥା ହେବ ତୁମେ ମାନେ ମୋ ସହ କଥା ହେବ ନାହିଁ । ସେଥିପାଇଁ ମୋତେ ବହୁତ ଡର ଲାଗେ । ଆମେ ସେବେଠୁ ଆମ ଭଉଣୀ ସହ କଥା ହେଉ ନାହୁଁ। ମୁଁ ତ ମୋ ଫୋନ ଠାରୁ ଦୂରରେ ରୁହେ । ଯେତେବେଳେ ବାପା ଘରକୁ ଆସନ୍ତି ମୁଁ ମୋ ଫୋନକୁ ଲୁଚେଇ ଦିଏ ।

ମୋତେ ମୋ ବାପାଙ୍କୁ ବହୁତ ଡର ଲାଗେ । ମୁଁ ମୌସୁମୀକୁ ବୁଝେଇଲି ତାକୁ କହିଲି ତୁମକୁ ତୁମ ବାପାଙ୍କୁ ଡରିବା ଆବଶ୍ୟକ ନାହିଁ । ସମସ୍ତଙ୍କର ନିଜ ନିଜର ଲାଇଫ ଷ୍ଟାଇଲ ଅଛି । ସେ ତାଙ୍କ ହିସାବରେ ଜୀବନ ବିତଉଛନ୍ତି । ଯଦି ତୁମକୁ ତୁମ ହିସାବରେ ବଞ୍ଚିବାର ଅଛି ତୁମେ ତୁମ ବାପାଙ୍କ ସହ କଥା ହୁଏ । ସେଦିନ ମୁଁ ତାକୁ ବହୁତ ବୁଝେଇଲି । ତା ସହ କଥା ହେଇ ମୋତେ ବହୁତ ଭଲ ଲାଗିଲା ।

ମୌସୁମୀ ବି ମୋ ସହ କଥା ହେଇ ବହୁତ ଖୁସି ଥିଲା । ସେ କହିଲା ତୁମ ସହ କଥା ହୋଇ ମୋତେ ଲାଗୁଛି ଯେମିତି ତୁମେ ସହ ଆଗରୁ କେବେ କଥା ହୋଇକଛି । ତୁମକୁ ଆଗରୁ ବହୁତ ଭଲ ଭାବେ ଜାଣିଛି । ତୁମେ ବହୁତ ନିଜର ଲାଗୁଛ । ତୁମେ ମୋତେ ଆପଣାରା ପରି ଲାଗୁଛ । ମୁଁ ବି ମୌସୁମୀକୁ କହିଲି ମୁଁ ବି ଏବେ ତୁମ ବିନା ଗୋଟେ ମୁହୂର୍ତ ରହି ପାରିବି ନାହିଁ ।

ମୋତେ ଲାଗୁଥିଲା ଯେପର୍ଯ୍ୟନ୍ତ ତୁମ ସହ କଥା ନହେଇଛି ମୋତେ ଭଲରେ ନିଦ ଆସୁ ନଥିଲା । ସେଥିପାଇଁ ମୁଁ ତୁମ ସହ ସବୁଦିନ କଥା ହେବା ପାଇଁ ଭାବୁଥିଲି । କିନ୍ତୁ ତୁମେ ମୋ ସହ ବହୁତ କମ ସମୟ କଥା ହୁଏ । ମୁଁ ତାକୁ କହିଲି ମୁଁ ତୁମକୁ ଦେଖା କାରିବା ପାଇଁ ଚାହୁଁଛି ? ହେଲେ ଆମେ କେମତି ଦେଖା ହେଇ ପାରିବା ?

ସେ କହିଲା ମୋର କିଛି ଦିନ ଭିତରେ ଭୁବନେଶ୍ଵର ଯିବାର ଅଛି । ଯଦି ମୁଁ ଯାଏ ନିଶ୍ଚୟ ତୁମକୁ ଦେଖା କରିବି । ମୁଁ ତାକୁ କହିଲି ହଉ ଠିକ ଅଛି । ଯଦି ତୁମେ ଭୁବନେଶ୍ଵର ଆସିବ ମୁଁ ତୁମକୁ ନିଶ୍ଚୟ ଦେଖା କରିବି । ଏବେ ମୋର ମୌସୁମୀ ର ସବୁ ଦିନ କଥା ବାର୍ତା ଚାଲୁ ହେବାରେ ଲାଗିଲା । ସେ ବି ମୋ ସହ କଥା ହେବା ବିନା ରହି ପାରୁନଥିଲା ।

ସେଥିପାଇଁ ମୋତେ ଲାଗୁଥିଲା ଆମ ଦୁଇଜଣଙ୍କ ଭିତରେ ପ୍ରେମ ହେଇଗଲାଣି । ଧିରେ ଧିରେ ଆମେ ଫୋନରେ କଥା ହେବାରେ ଲାଗିଲୁ । ଆଉ ଦିନେ ମୁଁ ତାକୁ ମୋ ମନ କଥା ଖୋଲି କହି ଦେଲି । ସେ ବି କିଛି ସମୟ ଭବିବା ପରେ ମୋତେ ହଁ କହିଲା । ତାପରେ ଆମେ ଧିରେ ଧିରେ କଥା ଆଗକୁ ବଢିଲା । Mayabini Mousumi Bia Phatila

ଆଗକୁ ପଢିବା ପାଇଁ NEXT ବଟନ ଉପରେ କ୍ଲିକ କରନ୍ତୁ

25113cookie-checkMayabini Mousumi Bia Phatila ମୌସୁମୀ ବିଆ ଫାଟିଲା
4 Comments

Add a Comment

Your email address will not be published. Required fields are marked *

error: Content is protected !!