ପ୍ରେମିକା ଧୋକା ଦେବାରୁ ସାଙ୍ଗର ଭଉଣୀ ଆପଣେଇ ନେଲା Premika Dhoka Debaaru Saang ra Bhauni Aapanei Nela ମୋ ନାଁ ସାନୁ, ମୁଁ ଗୋଟେ ଫାଇନାସ କମ୍ପାନୀରେ କାମ କରେ। ସେଇ କମ୍ପାନୀ ରେ ମୋର କାମ କରିବାର ୬ ମାସ ହେଇ ସାରିଥିଲା । ଆଉ ସେଇ ସମୟ ରେ ମୋର ସେଇଠି  ଗୋଟେ ଝିଅ ସହ ସମ୍ପର୍କ ଗଢି ଉଠିଥିଲା, ତା ନାଁ ଅଞ୍ଜଳି । ସେ ମୋ ଅଫିସ ର